Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪୫ ମୃତ

42

ନୂଆ ଦିଲ୍ଲୀ ୦୯-୦୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୬,୯୬୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୧୩,୫୬୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୪୧୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୭୫,୮୮୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୯୮୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୫,୩୫୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୧%

ଆରୋଗ୍ୟ ହୋଇଛନ୍ତି ୯୮.୬୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୯, ୩୩, ୯୯, ୫୫୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୮, ୬୯, ୧୦୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୯୦ ୧୨୯
ଆନ୍ଧ୍ରପ୍ରଦେଶ ୮୧୭ ୨୩୦୩୦୦୧ ୧୩୯ ୧୪୭୨୯
ଅରୁଣାଚଳ ପ୍ରଦେଶ ୫୦ ୬୪୧୨୯ ୧୦ ୨୯୬
ଆସାମ ୧୩୯୪ ୭୧୬୧୩୪ ୨୨ ୬୬୩୯
ବିହାର ୧୬୨ ୮୧୭୮୯୪ ୩୦ ୧୨୨୫୫
ଚଣ୍ଡିଗଡ଼ ୬୬ ୯୦୫୮୮ ୧୩ ୧୧୬୫
ଛତିଶଗଡ ୬୬୫ ୧୧୩୬୯୦୫ ୫୭ ୧୪୦୩୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୬
ଦିଲ୍ଲୀ ୧୦୫୭ ୧୮୩୪୮୫୧ ୨୧୩ ୨୬୧୩୯
୧୦ ଗୋଆ ୧୧୭ ୨୪୧୧୯୭ ୨୧ ୩୮୨୯
୧୧ ଗୁଜୁରାଟ ୭୧୬ ୧୨୧୧୭୦୬ ୧୫୧ ୧୦୯୩୮
୧୨ ହରିୟାଣା ୧୦୩୮ ୯୭୧୬୯୭ ୨୨୦ ୧୦୫୭୭
୧୩ ହିମାଚଳ ପ୍ରଦେଶ ୫୨୫ ୨୭୯୧୮୭ ୩୨ ୪୧୨୪
୧୪ ଜାମ୍ମୁ କାଶ୍ମୀର ୩୨୦ ୪୪୮୨୫୪ ୫୮ ୪୭୪୯
୧୫ ଝାଡଖଣ୍ଡ ୨୭୪ ୪୨୯୦୮୦ ୧୫ ୫୩୧୫
୧୬ କର୍ଣ୍ଣାଟକ ୩୦୧୮ ୩୮୯୯୯୦୫ ୨୫୮ ୪୦୦୦୪
୧୭ କେରଳ ୧୩୪୯୩ ୬୪୩୫୨୩୬ ୧୮୭୧ ୬୬୩୭୪ ୧୧୧
୧୮ ଲଦାଖ ୯୮ ୨୭୮୧୩ ୨୮ ୨୨୮
୧୯ ଲକ୍ଷଦୀପ ୧୧୩୪୮ ୫୨
୨୦ ମଧ୍ୟପ୍ରଦେଶ ୯୨୮ ୧୦୨୮୫୯୩ ୧୯୧ ୧୦୭୩୩
୨୧ ମହାରାଷ୍ଟ୍ର ୭୨୧୨ ୭୭୧୮୫୪୧ ୭୧୮ ୧୪୩୭୪୫
୨୨ ମଣିପୁର ୧୧୨ ୧୩୪୬୯୪ ୨୫ ୨୧୧୫
୨୩ ମେଘାଳୟ ୧୨୯ ୯୧୮୯୯ ୨୩ ୧୫୮୬
୨୪ ମିଜୋରାମ ୪୦୧୮ ୨୧୪୪୭୩ ୬୭୩ ୬୬୫
୨୫ ନାଗାଲାଣ୍ଡ ୬୨ ୩୪୬୧୫ ୭୫୭
୨୬ ଓଡ଼ିଶା ୧୦୩୬ ୧୨୭୫୯୮୦ ୨୧୩ ୯୧୦୧
୨୭ ପୁଡୁଚେରୀ ୨୬ ୧୬୩୭୬୦ ୧୯୬୨
୨୮ ପଞ୍ଜାବ ୩୪୫ ୭୪୦୪୫୦ ୩୯ ୧୭୭୨୨
୨୯ ରାଜସ୍ଥାନ ୧୫୪୯ ୧୨୭୦୫୨୦ ୧୨୫୦ ୯୫୪୫
୩୦ ସିକ୍କିମ୍ ୩୫ ୩୮୬୧୯ ୪୪୩
୩୧ ତାମିଲନାଡୁ ୨୧୪୫ ୩୪୧୧୧୫୮ ୪୧୮ ୩୮୦୧୯
୩୨ ତେଲେଙ୍ଗାନା ୧୩୭୫ ୭୮୪୪୬୫ ୨୪୧ ୪୧୧୧
୩୩ ତ୍ରିପୁରା ୯୯୯୪୧ ୯୧୯
୩୪ ଉତ୍ତରାଖଣ୍ଡ ୭୭୫ ୪୨୮୩୧୯ ୪୨ ୭୬୮୭
୩୫ ଉତ୍ତରପ୍ରଦେଶ ୧୮୪୦ ୨୦୪୪୦୩୮ ୩୨୬ ୨୩୪୮୫
୩୬ ପଶ୍ଚିମବଙ୍ଗ ୧୫୪୯ ୧୯୯୩୨୫୦ ୧୦୫ ୨୧୧୮୧
ମୋଟ ୪୬୯୬୨ ୪୨୪୧୩୫୬୬ ୭୪୧୬ ୫୧୫୩୫୫ ୧୪୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.