Home Top News ରାଜ୍ୟରେ ଆଜି ୧୨୮ ନୂଆ ଆକ୍ରାନ୍ତ

ରାଜ୍ୟରେ ଆଜି ୧୨୮ ନୂଆ ଆକ୍ରାନ୍ତ

45

ଭୁବନେଶ୍ୱର ୯ -୩ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୧୨୮
୦-୧୮ ବର୍ଷର : ୨୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୫
– ସ୍ଥାନୀୟ ଅଞ୍ଚଳରୁ୫୩
୧- ଅନୁଗୁଳ ଜିଲ୍ଲାରୁ – ୪
୨- ବାଲେଶ୍ୱର ଜିଲ୍ଲାରୁ – ୭
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୧
୫- ବଲାଙ୍ଗୀର ଜିଲ୍ଲାରୁ – ୯
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୨
୮- ଦେବଗଡ଼ ଜିଲ୍ଲାରୁ – ୧
୯- ଢେଙ୍କାନାଳ ଜିଲ୍ଲାରୁ – ୧
୧୦- ଗଜପତି ଜିଲ୍ଲାରୁ – ୧୮
୧୧- ଗଞ୍ଜାମ ଜିଲ୍ଲାରୁ – ୩
୧୨- ଜଗତସିଂହପୁର ଜିଲ୍ଲାରୁ – ୧
୧୩- ଯାଜପୁର ଜିଲ୍ଲାରୁ – ୪
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୫- କଳାହାଣ୍ଡି ଜିଲ୍ଲାରୁ – ୧
୧୬- କନ୍ଧମାଳ ଜିଲ୍ଲାରୁ – ୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧
୧୮- ଖୋର୍ଦ୍ଧାରୁ: ୧୬
୧୯- କୋରାପୁଟ ଜିଲ୍ଲାରୁ – ୨
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୧୧
୨୧- ନବରଙ୍ଗପୁର ଜିଲ୍ଲାରେ: ୧୪
୨୨- ନୂଆପଡ଼ା ଜିଲ୍ଲାରୁ – ୧
୨୩- ସମ୍ବଲପୁର ଜିଲ୍ଲାରୁ – ୯
୨୪- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨
୨୫- State Pool: ୩
– ନୂଆ ସୁସ୍ଥ ହୋଇଥିଲେ୨୧୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୯୬୮୬୫୩୬
– ମୋଟ ଆକ୍ରାନ୍ତ ୧୨୮୬୨୪୫
– ମୋଟ ସୁସ୍ଛ ହୋଲେଣି ୧୨୭୫୯୮୦
– ସକ୍ରୀୟ ଆକ୍ରାନ୍ତ – ୧୧୧୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.