Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬,୫୬୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬,୫୬୧ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪୨ ମୃତ

54

ନୂଆ ଦିଲ୍ଲୀ ୦୩-୦୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୫୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୭୭,୧୫୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୩,୫୩,୬୨୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୪,୯୪୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୨% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୪୫,୧୬୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮,୫୨୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୪,୩୮୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୮%

ଆରୋଗ୍ୟ ହୋଇଛନ୍ତି ୯୮.୬୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୮, ୦୨, ୬୩, ୨୨୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୧, ୮୩, ୯୭୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୭, ୦୦, ୫୦, ୦୦୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୮, ୮୨, ୯୫୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୮୪ ୧୨୯
ଆନ୍ଧ୍ରପ୍ରଦେଶ ୧୬୫୭ ୨୩୦୧୬୬୮ ୪୫୮ ୧୪୭୨୯
ଅରୁଣାଚଳ ପ୍ରଦେଶ ୯୨ ୬୪୦୬୫ ୨୧ ୨୯୬
ଆସାମ ୧୪୭୭ ୭୧୬୦୨୮ ୪୬ ୬୬୩୯
ବିହାର ୨୪୭ ୮୧୭୬୫୪ ୬୫ ୧୨୨୫୫
ଚଣ୍ଡିଗଡ଼ ୧୩୪ ୯୦୪୬୮ ୨୫ ୧୧୬୫
ଛତିଶଗଡ ୧୧୨୯ ୧୧୩୫୯୬୮ ୩୧୦ ୧୪୦୨୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୪
ଦିଲ୍ଲୀ ୧୬୫୩ ୧୮୩୨୭୮୧ ୪୪୦ ୨୬୧୨୭
୧୦ ଗୋଆ ୨୦୯ ୨୪୧୦୨୨ ୪୧ ୩୮୨୫
୧୧ ଗୁଜୁରାଟ ୧୪୨୮ ୧୨୧୦୫୪୫ ୩୩୪ ୧୦୯୩୩
୧୨ ହରିୟାଣା ୧୫୫୫ ୯୭୦୦୬୬ ୪୪୦ ୧୦୫୬୮
୧୩ ହିମାଚଳ ପ୍ରଦେଶ ୭୨୯ ୨୭୮୫୯୮ ୧୫୬ ୪୧୨୨
୧୪ ଜାମ୍ମୁ କାଶ୍ମୀର ୫୨୭ ୪୪୭୮୧୩ ୧୨୩ ୪୭୪୮
୧୫ ଝାଡଖଣ୍ଡ ୩୬୦ ୪୨୮୭୯୩ ୬୨ ୫୩୧୫
୧୬ କର୍ଣ୍ଣାଟକ ୪୨୪୫ ୩୮୯୭୨୩୯ ୮୧୬ ୩୯୯୬୯ ୧୨
୧୭ କେରଳ ୨୨୪୬୭ ୬୪୧୬୩୬୯ ୫୫୨୫ ୬୫୫୯୭ ୯୬
୧୮ ଲଦାଖ ୧୩୮ ୨୭୬୯୫ ୨୨ ୨୨୮
୧୯ ଲକ୍ଷଦୀପ ୧୧୩୪୬ ୫୨
୨୦ ମଧ୍ୟପ୍ରଦେଶ ୨୭୪୮ ୧୦୨୫୯୭୩ ୬୩୧ ୧୦୭୩୦
୨୧ ମହାରାଷ୍ଟ୍ର ୯୬୪୩ ୭୭୧୩୫୭୫ ୧୦୦୭ ୧୪୩୭୦୬
୨୨ ମଣିପୁର ୩୦୬ ୧୩୪୪୧୬ ୨୮ ୨୧୧୩
୨୩ ମେଘାଳୟ ୧୫୮ ୯୧୭୭୮ ୧୯ ୧୫୮୦
୨୪ ମିଜୋରାମ ୬୦୧୫ ୨୦୯୩୬୩ ୧୦୮୬ ୬୫୮
୨୫ ନାଗାଲାଣ୍ଡ ୮୬ ୩୪୫୭୧ ୧୦ ୭୫୬
୨୬ ଓଡ଼ିଶା ୧୮୩୮ ୧୨୭୪୪୨୬ ୩୭୮ ୯୦୮୫
୨୭ ପୁଡୁଚେରୀ ୮୪ ୧୬୩୬୮୫ ୨୧ ୧୯୬୨
୨୮ ପଞ୍ଜାବ ୫୧୦ ୭୩୯୯୬୯ ୧୬୦ ୧୭୭୧୭
୨୯ ରାଜସ୍ଥାନ ୩୫୨୫ ୧୨୬୭୨୪୪ ୬୯୩ ୯୫୩୯
୩୦ ସିକ୍କିମ୍ ୪୭ ୩୮୫୮୭ ୪୪୩
୩୧ ତାମିଲନାଡୁ ୪୪୩୭ ୩୪୦୭୫୯୫ ୯୪୬ ୩୮୦୦୯
୩୨ ତେଲେଙ୍ଗାନା ୨୬୦୭ ୭୮୨୫୧୯ ୨୬୬ ୪୧୧୧
୩୩ ତ୍ରିପୁରା ୧୭ ୯୯୯୨୯ ୯୧୯
୩୪ ଉତ୍ତରାଖଣ୍ଡ ୨୨୭୩ ୪୨୬୨୯୦ ୧୩୦ ୭୬୮୪
୩୫ ଉତ୍ତରପ୍ରଦେଶ ୩୦୦୬ ୨୦୪୧୮୩୧ ୫୦୫ ୨୩୪୬୮
୩୬ ପଶ୍ଚିମବଙ୍ଗ ୧୭୯୫ ୧୯୯୨୪୩୩ ୧୬୬ ୨୧୧୭୮
ମୋଟ ୭୭୧୫୨ ୪୨୩୫୩୬୨୦ ୧୪୯୪୭ ୫୧୪୩୮୮ ୧୪୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.