Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୪୪୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୪୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୯୧ ମୃତ

20

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭,୪୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୬,୪୧୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୧,୬୨,୭୬୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୮୮୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭,୨୬,୦୪୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୩୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୬,୮୬୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୫%

ଆରୋଗ୍ୟ ହୋଇଛନ୍ତି ୯୮.୩୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୩୫, ୯୯, ୯୬, ୨୬୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୦, ୪୬, ୮୦୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୬, ୧୫, ୦୭, ୬୯୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୫୯, ୯୩୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୬୮ ୧୨୯
ଆନ୍ଧ୍ରପ୍ରଦେଶ ୧୮୧୪ ୨୦୫୯୧୩୧ ୧୫୨ ୧୪୪୭୪
ଅରୁଣାଚଳ ପ୍ରଦେଶ ୩୩ ୫୫୦୦୭ ୨୮୦
ଆସାମ ୨୪୪୬ ୬୧୦୫୮୧ ୧୫୧ ୬୧୪୧
ବିହାର ୮୪ ୭୧୪୧୭୪ ୧୨୦୯୩
ଚଣ୍ଡିଗଡ଼ ୭୭ ୬୪୫୨୦ ୧୨ ୧୦୭୬
ଛତିଶଗଡ ୩୫୯ ୯୯୩୩୭୩ ୨୬ ୧୩୫୯୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୪୭୫ ୧୪୧୬୩୬୦ ୩୮ ୨୫୧୦୦
୧୦ ଗୋଆ ୩୯୨ ୧୭୫୭୨୪ ୩୨ ୩୪୮୫
୧୧ ଗୁଜୁରାଟ ୫୮୦ ୮୧୭୬୮୭ ୪୩ ୧୦୧୦୦
୧୨ ହରିୟାଣା ୨୩୪ ୭୬୧୮୨୦ ୨୧ ୧୦୦୬୦
୧୩ ହିମାଚଳ ପ୍ରଦେଶ ୫୨୬ ୨୨୩୭୭୯ ୮୧ ୩୮୬୫
୧୪ ଜାମ୍ମୁ କାଶ୍ମୀର ୧୪୩୫ ୩୩୩୪୬୧ ୧୩୯ ୪୫୦୮
୧୫ ଝାଡଖଣ୍ଡ ୧୩୨ ୩୪୪୨୧୧ ୧୪ ୫୧୪୨
୧୬ କର୍ଣ୍ଣାଟକ ୭୧୮୭ ୨୯୫୬୦୮୮ ୩୨୨ ୩୮୨୭୯
୧୭ କେରଳ ୩୪୮୩୬ ୫୧୨୯୦୪୪ ୪୧୪୫ ୪୩୯୪୬ ୩୨୦
୧୮ ଲଦାଖ ୧୬୭ ୨୧୫୦୩ ୧୭ ୨୧୬
୧୯ ଲକ୍ଷଦୀପ ୧୦୩୫୩ ୫୧
୨୦ ମଧ୍ୟପ୍ରଦେଶ ୧୭୧ ୭୮୨୭୩୩ ୧୭ ୧୦୫୨୯
୨୧ ମହାରାଷ୍ଟ୍ର ୧୦୩୭୨ ୬୪୯୫୨୪୯ ୬୩୨ ୧୪୧୩୧୭ ୧୯
୨୨ ମଣିପୁର ୩୧୪ ୧୨୩୨୭୯ ୧୬ ୧୯୯୩
୨୩ ମେଘାଳୟ ୧୪୦ ୮୩୧୦୮ ୧୦ ୧୪୭୮
୨୪ ମିଜୋରାମ ୨୫୩୦ ୧୩୬୧୬୭ ୨୨୧ ୫୩୦
୨୫ ନାଗାଲାଣ୍ଡ ୮୫ ୩୧୩୭୮ ୭୦୧
୨୬ ଓଡ଼ିଶା ୧୮୭୬ ୧୦୪୨୦୦୨ ୧୬୬ ୮୪୪୦
୨୭ ପୁଡୁଚେରୀ ୧୮୬ ୧୨୭୨୨୦ ୧୦ ୧୮୭୯
୨୮ ପଞ୍ଜାବ ୩୩୩ ୫୮୬୮୯୫ ୨୭ ୧୬୬୨୫
୨୯ ରାଜସ୍ଥାନ ୨୬୭ ୯୪୫୯୪୭ ୧୯ ୮୯୫୯
୩୦ ସିକ୍କିମ୍ ୧୭୯ ୩୧୮୬୪ ୨୨ ୪୦୬
୩୧ ତାମିଲନାଡୁ ୭୪୭୬ ୨୬୯୩୮୩୦ ୬୮୭ ୩୬୬୫୬ ୧୨
୩୨ ତେଲେଙ୍ଗାନା ୩୮୦୫ ୬୭୧୨୪୭ ୧୯୫ ୪୦୧୨
୩୩ ତ୍ରିପୁରା ୭୬ ୮୪୦୪୭ ୮୨୭
୩୪ ଉତ୍ତରାଖଣ୍ଡ ୧୫୩ ୩୩୬୯୬୭ ୭୪୧୩
୩୫ ଉତ୍ତରପ୍ରଦେଶ ୧୫୭ ୧୬୮୭୫୪୫ ୨୨୯୧୫
୩୬ ପଶ୍ଚିମବଙ୍ଗ ୭୫୦୬ ୧୫୯୮୨୨୪ ୬୩୨ ୧୯୬୪୫ ୧୨
ମୋଟ ୮୬୪୧୫ ୩୪୧୬୨୭୬୫ ୭୮୮୬ ୪୭୬୮୬୯ ୩୯୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.