Home Top News ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୧୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୫୯...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୧୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୫୯ ମୃତ

18

ନୂଆ ଦିଲ୍ଲୀ ୧୯-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୧୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୬,୬୨୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩୬.୭୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୮,୯୭,୯୨୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୨,୭୮୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୮୪୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୪,୮୯,୬୨୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୧୪୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୫୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୫,୦୮୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩୬.୭୧%

ଆରୋଗ୍ୟ ହୋଇଛନ୍ତି ୯୮.୨୮୪୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୫%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୧୫, ୨୩, ୪୯, ୩୫୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୨, ୯୪, ୮୬୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୪୧ ୧୨୯
ଆନ୍ଧ୍ରପ୍ରଦେଶ ୨୫୬୦ ୨୦୫୩୭୫୫ ୨୭୫ ୧୪୪୨୩
ଅରୁଣାଚଳ ପ୍ରଦେଶ ୫୪ ୫୪୯୦୮ ୨୮୦
ଆସାମ ୩୧୪୨ ୬୦୫୬୫୬ ୨୪୮ ୬୦୬୫
ବିହାର ୩୯ ୭୧୬୪୭୬ ୯୬୬୩
ଚଣ୍ଡିଗଡ଼ ୨୮ ୬୪୫୪୬ ୮୨୦
ଛତିଶଗଡ ୨୭୨ ୯୯୨୫୯୬ ୧୧ ୧୩୫୯୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୩୬୨ ୧୪୧୫୧୧୮ ୩୧ ୨୫୦୯୫
୧୦ ଗୋଆ ୨୫୨ ୧୭୪୯୬୫ ୩୧ ୩୩୭୭
୧୧ ଗୁଜୁରାଟ ୩୧୨ ୮୧୬୭୧୦ ୨୩ ୧୦୦୯୦
୧୨ ହରିୟାଣା ୧୩୬ ୭୬୧୩୦୭ ୨୪ ୧୦୦୫୨
୧୩ ହିମାଚଳ ପ୍ରଦେଶ ୧୧୪୪ ୨୨୧୨୪୩ ୧୪୧ ୩୮୨୬
୧୪ ଜାମ୍ମୁ କାଶ୍ମୀର ୧୫୮୧ ୩୨୮୭୮୩ ୧୫୩ ୪୪୫୯
୧୫ ଝାଡଖଣ୍ଡ ୧୩୮ ୩୪୩୮୧୨ ୨୦ ୫୧୩୯
୧୬ କର୍ଣ୍ଣାଟକ ୭୩୭୮ ୨୯୪୭୩୫୪ ୩୬୯ ୩୮୧୬୫
୧୭ କେରଳ ୬୨୯୨୦ ୪୯୮୪୩୨୮ ୭୨୦୨ ୩୬୮୪୭ ୩୭୨
୧୮ ଲଦାଖ ୨୧୧ ୨୦୮୪୭ ୧୨ ୨୧୨
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୭୮ ୭୮୨୩୯୦ ୧୦୫୨୫
୨୧ ମହାରାଷ୍ଟ୍ର ୧୫୩୮୩ ୬୪୭୧୭୬୩ ୯୭୨ ୧୪୦୬୯୨ ୨୪
୨୨ ମଣିପୁର ୫୮୪ ୧୨୨୧୬୦ ୨୮ ୧୯୫୬
୨୩ ମେଘାଳୟ ୨୭୧ ୮୨୪୧୨ ୨୬ ୧୪୬୭
୨୪ ମିଜୋରାମ ୫୨୬୯ ୧୨୫୧୭୦ ୮୩୮ ୪୭୩
୨୫ ନାଗାଲାଣ୍ଡ ୧୩୧ ୩୧୨୦୬ ୨୧ ୬୯୫
୨୬ ଓଡ଼ିଶା ୨୩୧୮ ୧୦୩୫୬୧୩ ୩୫୧ ୮୩୮୬
୨୭ ପୁଡୁଚେରୀ ୩୨୬ ୧୨୬୩୬୮ ୩୨ ୧୮୬୭
୨୮ ପଞ୍ଜାବ ୩୦୮ ୫୮୬୦୨୧ ୩୫ ୧୬୫୭୭
୨୯ ରାଜସ୍ଥାନ ୯୬ ୯୪୫୫୧୮ ୮୯୫୪
୩୦ ସିକ୍କିମ୍ ୧୦୬ ୩୧୬୨୧ ୧୩ ୪୦୨
୩୧ ତାମିଲନାଡୁ ୯୦୭୮ ୨୬୭୨୫୬୪ ୮୯୬ ୩୬୩୩୬ ୧୨
୩୨ ତେଲେଙ୍ଗାନା ୩୬୯୪ ୬୬୬୫୦୯ ୧୬୧ ୩୯୭୮
୩୩ ତ୍ରିପୁରା ୮୭ ୮୩୭୯୩ ୧୫ ୮୧୮
୩୪ ଉତ୍ତରାଖଣ୍ଡ ୧୭୯ ୩୩୬୪୯୧ ୭୪୦୪
୩୫ ଉତ୍ତରପ୍ରଦେଶ ୧୦୧ ୧୬୮୭୨୯୬ ୨୨୯୦୯
୩୬ ପଶ୍ଚିମବଙ୍ଗ ୮୦୭୨ ୧୫୮୦୦୮୯ ୮୨୫ ୧୯୩୫୫ ୧୪
ମୋଟ ୧୨୬୬୨୦ ୩୩୮୯୭୯୨୧ ୧୨୭୮୯ ୪୬୫୦୮୨ ୪୫୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.