Home Coronavirus Outbreak ରାଜ୍ୟରେ ୨୪୨ ନୂଆ ଆକ୍ରାନ୍ତ, ୩ ମୃତ

ରାଜ୍ୟରେ ୨୪୨ ନୂଆ ଆକ୍ରାନ୍ତ, ୩ ମୃତ

35

ଭୁବନେଶ୍ୱର ୧୯ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ୨୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ନୂଆ ଆକ୍ରାନ୍ତ: ୨୪୨
୦-୧୮ ବର୍ଷର : ୪୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୪୧
– ସ୍ଥାନୀୟ ଅଞ୍ଚଳରୁ୧୦୧
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୭
୩- ବରଗଡ଼ ଜିଲ୍ଲାରୁ – ୬
୪- ଭଦ୍ରକ ଜିଲ୍ଲାରୁ – ୨
୫- କଟକ ଜିଲ୍ଲାରୁ – ୧୮
୬- ଜଗତସିଂହପୁର ଜିଲ୍ଲାରୁ – ୩
୭- ଯାଜପୁର ଜିଲ୍ଲାରୁ – ୫
୮- ଝାରସୁଗୁଡ଼ା ଜିଲ୍ଲାରୁ – ୧
୯- କଳାହାଣ୍ଡି ଜିଲ୍ଲାରୁ – ୧
୧୦- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୧- ଖୋର୍ଦ୍ଧାରୁ: ୧୨୦
୧୨- କୋରାପୁଟ ଜିଲ୍ଲାରୁ – ୨
୧୩- ମାଲକାନଗିରି : ୨
୧୪- ମୟୁରଭଞ୍ଜ ଜିଲ୍ଲାରୁ – ୨୪
୧୫- ନୟାଗଡ଼ ଜିଲ୍ଲାରୁ – ୨
୧୬- ନୂଆପଡ଼ା ଜିଲ୍ଲାରୁ – ୧
୧୭- ପୁରୀ ଜିଲ୍ଲାରୁ – ୪
୧୮- ସମ୍ବଲପୁର ଜିଲ୍ଲାରୁ – ୭
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୪
୨୦- State Pool: ୨୮
– ନୂଆ ସୁସ୍ଥ ହୋଇଥିଲେ୩୫୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୧୨୦୬୫୮
– ମୋଟ ଆକ୍ରାନ୍ତ ୧୦୪୬୫୫୯
– ମୋଟ ସୁସ୍ଛ ହୋଲେଣି ୧୦୩୫୬୧୩
– ସକ୍ରୀୟ ଆକ୍ରାନ୍ତ – ୨୫୦୪

ରାଜ୍ୟରେ ଆଜି କରୋନା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୮,୩୮୯ କୁ ବୃଦ୍ଧି ପାଇଛି।

୧. ଭୁବନେଶ୍ୱରର ଜଣେ ୮୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡିତ ଥିଲେ।

୨. ଭୁବନେଶ୍ୱରର ଜଣେ ୭୭ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ମେଲିଟସ୍, ହାଇପୋଥାଇରଏଡିଜିମ୍, ମୋର୍ବିଡ୍ ମେଦବହୁଳତା ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୩. ଗଞ୍ଜାମ ଜିଲ୍ଲାର ଜଣେ ୮୪ ବର୍ଷ ବୟସ୍କ ପୁରୁଷ ଯିଏକି କାରସିନୋମା ପ୍ରୋଷ୍ଟେଟ୍, ଡାଇବେଟିସ୍ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.