Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୨,୪୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩୫୬...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୨,୪୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩୫୬ ମୃତ

31

ନୂଆ ଦିଲ୍ଲୀ ୨୬-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୨,୪୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୬୩,୮୧୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୫,୮୩,୩୧୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୫୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୦୨,୨୦୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୮୭୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୫୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୫,୫୦୬୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୮%

ଆରୋଗ୍ୟ ହୋଇଛନ୍ତି ୯୮.୧୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୨, ୯୪, ୦୧, ୧୧୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୪, ୭୫, ୭୩୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୦, ୧୯, ୦୧, ୫୪୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୩୧, ୮୨୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୧୪ ୧୨୯
ଆନ୍ଧ୍ରପ୍ରଦେଶ ୪୮୩୦ ୨୦୪୪୬୯୨ ୫୬୦ ୧୪୩୫୦
ଅରୁଣାଚଳ ପ୍ରଦେଶ ୧୩୮ ୫୪୬୮୭ ୧୦ ୨୮୦
ଆସାମ ୩୮୮୨ ୫୯୯୦୫୫ ୨୯୬ ୫୯୭୮
ବିହାର ୩୬ ୭୧୬୩୬୩ ୯୬୬୧
ଚଣ୍ଡିଗଡ଼ ୨୯ ୬୪୪୭୬ ୮୨୦
ଛତିଶଗଡ ୨୩୪ ୯୯୨୦୬୬ ୧୦ ୧୩୫୭୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୧
ଦିଲ୍ଲୀ ୩୦୭ ୧୪୧୪୨୩୨ ୪୦ ୨୫୦୯୧
୧୦ ଗୋଆ ୫୧୫ ୧୭୪୦୪୨ ୫୯ ୩୩୫୮
୧୧ ଗୁଜୁରାଟ ୧୫୯ ୮୧୬୧୮୭ ୨୦ ୧୦୦୮୮
୧୨ ହରିୟାଣା ୧୨୬ ୭୬୦୯୯୯ ୧୮ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୬୫୭ ୨୧୭୪୯୬ ୯୦ ୩୭୩୭
୧୪ ଜାମ୍ମୁ କାଶ୍ମୀର ୮୩୫ ୩୨୬୪୩୩ ୯୦ ୪୪୩୦
୧୫ ଝାଡଖଣ୍ଡ ୧୯୫ ୩୪୩୩୨୯ ୬୧ ୫୧୩୫
୧୬ କର୍ଣ୍ଣାଟକ ୮୬୧୨ ୨୯୩୯୬୪୭ ୪୦୮ ୩୮୦୧୭ ୧୦
୧୭ କେରଳ ୭୫୩୩୭ ୪୮୧୭୭୮୫ ୯୦୧୦ ୨୮୮୭୩ ୨୮୧
୧୮ ଲଦାଖ ୩୭ ୨୦୬୬୩ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୮୪ ୭୮୨୧୫୦ ୧୦୫୨୩
୨୧ ମହାରାଷ୍ଟ୍ର ୨୬୭୯୭ ୬୪୩୭୦୨୫ ୧୫୮୬ ୧୪୦୦୨୮ ୧୨
୨୨ ମଣିପୁର ୮୮୬ ୧୨୦୫୩୪ ୮୪ ୧୯୧୩
୨୩ ମେଘାଳୟ ୫୮୭ ୮୧୩୫୧ ୬୫ ୧୪୪୬
୨୪ ମିଜୋରାମ ୮୦୯୩ ୧୦୯୭୦୨ ୭୭୫ ୪୧୪
୨୫ ନାଗାଲାଣ୍ଡ ୨୪୭ ୩୦୭୯୮ ୬୮୧
୨୬ ଓଡ଼ିଶା ୪୨୪୭ ୧୦୨୬୨୭୭ ୩୬୦ ୮୩୧୨
୨୭ ପୁଡୁଚେରୀ ୪୫୪ ୧୨୫୪୫୪ ୪୩ ୧୮୫୭
୨୮ ପଞ୍ଜାବ ୨୩୭ ୫୮୫୪୪୮ ୧୯ ୧୬୫୫୩
୨୯ ରାଜସ୍ଥାନ ୧୭ ୯୪୫୪୩୨ ୧୫ ୮୯୫୪
୩୦ ସିକ୍କିମ୍ ୧୮୧ ୩୧୩୨୯ ୨୩ ୩୯୪
୩୧ ତାମିଲନାଡୁ ୧୨୭୯୧ ୨୬୪୭୫୦୪ ୧୩୪୧ ୩୬୦୩୩ ୧୪
୩୨ ତେଲେଙ୍ଗାନା ୪୦୨୩ ୬୬୨୪୮୧ ୧୦୪ ୩୯୪୯
୩୩ ତ୍ରିପୁରା ୧୧୦ ୮୩୪୭୯ ୮୧୬
୩୪ ଉତ୍ତରାଖଣ୍ଡ ୧୫୬ ୩୩୬୨୭୭ ୧୮ ୭୩୯୯
୩୫ ଉତ୍ତରପ୍ରଦେଶ ୯୭ ୧୬୮୭୧୦୧ ୨୨୮୯୯
୩୬ ପଶ୍ଚିମବଙ୍ଗ ୭୮୬୯ ୧୫୬୦୩୨୫ ୮୦୭ ୧୯୦୬୬ ୧୧
ମୋଟ ୧୬୩୮୧୬ ୩୩୫୮୩୩୧୮ ୧୫୯୫୧ ୪୫୫୦୬୮ ୩୫୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.