Home ଓଡ଼ିଶା ବଙ୍ଗୋପସାଗରରେ ଆଜି ଏକ ଲଘୁଚାପକ୍ଷେତ୍ର ସୃଷ୍ଟି

ବଙ୍ଗୋପସାଗରରେ ଆଜି ଏକ ଲଘୁଚାପକ୍ଷେତ୍ର ସୃଷ୍ଟି

129

ଭୁବନେଶ୍ୱର ୧୪ -୧୦ (ଓଡ଼ିଆ ପୁଅ) ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି।

ଏହା ଆଗାମୀ ୨୪ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ରାଜ୍ୟରେ ୧୬ ଏବଂ ୧୭ରେ କିଛି ଜିଲ୍ଲାରେ ପ୍ରବଳବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.