Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୮, ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୮, ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୮ ମୃତ

36

ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୮,୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୮୪,୯୨୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୪,୦୯,୩୪୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୪,୮୪୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୬,୯୨୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୬,୫୯୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୩୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୨,୬୫୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୬%

ଆରୋଗ୍ୟ ହୋଇଛନ୍ତି ୯୭.୫୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୭୩, ୮୨, ୦୭, ୩୭୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୨, ୮୬, ୮୮୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୪, ୧୮, ୦୫, ୮୨୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୩୦, ୧୨୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୪୩ ୧୨୯
ଆନ୍ଧ୍ରପ୍ରଦେଶ ୧୫୧୫୭ ୧୯୯୯୬୫୧ ୧୦୯୦ ୧୩୯୮୭ ୧୭
ଅରୁଣାଚଳ ପ୍ରଦେଶ ୫୬୧ ୫୨୮୭୯ ୬୮ ୨୭୦
ଆସାମ ୫୯୧୩ ୫୮୩୧୯୩ ୬୦୭ ୫୭୪୦
ବିହାର ୭୬ ୭୧୬୦୮୬ ୧୨ ୯୬୫୮
ଚଣ୍ଡିଗଡ଼ ୨୮ ୬୪୩୦୫ ୮୧୬
ଛତିଶଗଡ ୩୭୯ ୯୯୦୯୦୭ ୩୬ ୧୩୫୫୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୯
ଦିଲ୍ଲୀ ୪୧୨ ୧୪୧୨୭୧୬ ୪୪ ୨୫୦୮୩
୧୦ ଗୋଆ ୭୭୫ ୧୭୦୮୦୮ ୯୨ ୩୨୧୬
୧୧ ଗୁଜୁରାଟ ୧୬୨ ୮୧୫୩୫୬ ୧୨ ୧୦୦୮୨
୧୨ ହରିୟାଣା ୫୩୧ ୭୬୦୪୨୩ ୪୦ ୯୬୮୬
୧୩ ହିମାଚଳ ପ୍ରଦେଶ ୧୬୨୦ ୨୧୦୩୪୯ ୨୨୪ ୩୬୩୫
୧୪ ଜାମ୍ମୁ କାଶ୍ମୀର ୧୩୦୧ ୩୨୧୦୮୬ ୧୩୮ ୪୪୧୨
୧୫ ଝାଡଖଣ୍ଡ ୧୨୮ ୩୪୨୮୦୧ ୨୧ ୫୧୩୩
୧୬ କର୍ଣ୍ଣାଟକ ୧୬୬୯୯ ୨୯୦୬୭୪୬ ୧୧୪୨ ୩୭୪୮୭ ୧୫
୧୭ କେରଳ ୨୩୨୩୫୨ ୪୧୦୦୩୫୫ ୨୬୧୫୫ ୨୨୪୮୪ ୧୮୧
୧୮ ଲଦାଖ ୩୪ ୨୦୩୬୦ ୨୦୭
୧୯ ଲକ୍ଷଦୀପ ୧୦୨୯୭ ୫୧
୨୦ ମଧ୍ୟପ୍ରଦେଶ ୧୩୬ ୭୮୧୬୭୪ ୧୦ ୧୦୫୧୭
୨୧ ମହାରାଷ୍ଟ୍ର ୫୧୨୮୫ ୬୩୦୮୪୯୧ ୧୩୮୦୯୬ ୩୫
୨୨ ମଣିପୁର ୨୮୪୭ ୧୧୨୨୪୩ ୨୧୨ ୧୮୦୯
୨୩ ମେଘାଳୟ ୧୯୧୩ ୭୪୭୫୦ ୨୨୬ ୧୩୫୨
୨୪ ମିଜୋରାମ ୧୨୪୨୯ ୫୮୧୭୫ ୧୦୦୪ ୨୩୬
୨୫ ନାଗାଲାଣ୍ଡ ୬୩୯ ୨୯୩୧୯ ୪୮ ୬୩୬
୨୬ ଓଡ଼ିଶା ୬୩୬୭ ୧୦୦୧୨୫୪ ୭୦୬ ୮୦୯୨
୨୭ ପୁଡୁଚେରୀ ୯୧୪ ୧୨୧୯୪୦ ୧୨୬ ୧୮୨୧
୨୮ ପଞ୍ଜାବ ୩୧୯ ୫୮୪୨୩୭ ୪୩ ୧୬୪୫୩
୨୯ ରାଜସ୍ଥାନ ୮୯ ୯୪୫୧୪୧ ୮୯୫୪
୩୦ ସିକ୍କିମ୍ ୮୬୩ ୨୯୩୨୫ ୪୮ ୩୭୭
୩୧ ତାମିଲନାଡୁ ୧୬୩୯୯ ୨୫୮୦୬୮୬ ୧୫୧୭ ୩୫୧୪୬ ୨୭
୩୨ ତେଲେଙ୍ଗାନା ୫୩୨୪ ୬୫୨୦୮୫ ୩୨୨ ୩୮୯୩
୩୩ ତ୍ରିପୁରା ୫୪୪ ୮୨୨୪୮ ୧୦୫ ୮୦୫
୩୪ ଉତ୍ତରାଖଣ୍ଡ ୩୨୦ ୩୩୫୫୦୨ ୨୩ ୭୩୮୯
୩୫ ଉତ୍ତରପ୍ରଦେଶ ୧୮୪ ୧୬୮୬୪୬୮ ୧୧ ୨୨୮୭୪ ୧୦
୩୬ ପଶ୍ଚିମବଙ୍ଗ ୮୨୦୩ ୧୫୨୯୩୮୭ ୭୫୪ ୧୮୫୬୭ ୧୪
ମୋଟ ୩୮୪୯୨୧ ୩୨୪୦୯୩୪୫ ୩୪୮୪୮ ୪୪୨୬୫୫ ୩୩୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.