Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୭,୮୭୫ ନୂଆ ଆକ୍ରାନ୍ତ ଚିହ୍ନଟ, ୩୬୯...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୭,୮୭୫ ନୂଆ ଆକ୍ରାନ୍ତ ଚିହ୍ନଟ, ୩୬୯ ମୃତ

29

ନୂଆ ଦିଲ୍ଲୀ ୦୮-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୭,୮୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୯୧,୨୫୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୨,୬୪,୦୫୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୯,୧୧୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୬,୭୧୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୬୦୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୬୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୧,୪୧୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୮%

ଆରୋଗ୍ୟ ହୋଇଛନ୍ତି ୯୭.୪୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୭୦, ୭୫, ୪୩, ୦୧୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୮, ୪୭, ୬୨୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୩୭ ୧୨୯
ଆନ୍ଧ୍ରପ୍ରଦେଶ ୧୪୪୫୨ ୧୯୯୪୮୫୫ ୧୨୬୬ ୧୩୯୩୫ ୧୦
ଅରୁଣାଚଳ ପ୍ରଦେଶ ୬୧୧ ୫୨୫୯୫ ୮୮ ୨୬୮
ଆସାମ ୬୪୫୭ ୫୮୦୯୧୧ ୪୨୦ ୫୭୧୯
ବିହାର ୫୫ ୭୧୬୦୫୪ ୯୬୫୬
ଚଣ୍ଡିଗଡ଼ ୩୪ ୬୪୨୭୫ ୮୧୫
ଛତିଶଗଡ ୩୬୪ ୯୯୦୮୦୩ ୪୬ ୧୩୫୫୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୯
ଦିଲ୍ଲୀ ୩୮୬ ୧୪୧୨୫୭୨ ୩୦ ୨୫୦୮୩
୧୦ ଗୋଆ ୮୫୪ ୧୭୦୪୯୬ ୧୦୫ ୩୨୧୦
୧୧ ଗୁଜୁରାଟ ୧୪୯ ୮୧୫୨୯୬ ୨୧ ୧୦୦୮୨
୧୨ ହରିୟାଣା ୬୨୨ ୭୬୦୨୭୬ ୯୬୮୬
୧୩ ହିମାଚଳ ପ୍ରଦେଶ ୧୬୮୨ ୨୦୯୬୧୧ ୧୯୧ ୩୬୧୮
୧୪ ଜାମ୍ମୁ କାଶ୍ମୀର ୧୨୬୪ ୩୨୦୪୮୫ ୧୪୮ ୪୪୧୦
୧୫ ଝାଡଖଣ୍ଡ ୧୨୯ ୩୪୨୭୨୭ ୧୧ ୫୧୩୩
୧୬ କର୍ଣ୍ଣାଟକ ୧୭୪୫୮ ୨୯୦୨୦୮୯ ୭୯୦ ୩୭୪୪୧ ୧୫
୧୭ କେରଳ ୨୩୭୬୦୧ ୩୯୯୩୮୭୭ ୨୭୩୨୦ ୨୧୮୨୦ ୧୮୯
୧୮ ଲଦାଖ ୪୮ ୨୦୩୩୮ ୧୧ ୨୦୭
୧୯ ଲକ୍ଷଦୀପ ୧୦୨୯୩ ୫୧
୨୦ ମଧ୍ୟପ୍ରଦେଶ ୧୨୭ ୭୮୧୬୩୮ ୧୦୫୧୬
୨୧ ମହାରାଷ୍ଟ୍ର ୫୧୪୬୫ ୬୩୦୪୩୩୬ ୩୫୮୧ ୧୩୭୮୯୭ ୮୬
୨୨ ମଣିପୁର ୩୧୬୮ ୧୧୦୮୯୬ ୨୯୪ ୧୮୦୨
୨୩ ମେଘାଳୟ ୧୯୨୪ ୭୪୦୧୬ ୩୦୫ ୧୩୩୫
୨୪ ମିଜୋରାମ ୧୧୯୮୬ ୫୪୬୯୭ ୬୪୧ ୨୨୭
୨୫ ନାଗାଲାଣ୍ଡ ୭୦୯ ୨୯୦୯୪ ୪୯ ୬୩୨
୨୬ ଓଡ଼ିଶା ୬୧୫୨ ୯୯୮୫୯୧ ୮୦୧ ୮୦୬୨
୨୭ ପୁଡୁଚେରୀ ୯୭୪ ୧୨୧୫୧୮ ୬୬ ୧୮୧୯
୨୮ ପଞ୍ଜାବ ୩୨୦ ୫୮୪୧୧୦ ୩୧ ୧୬୪୪୭
୨୯ ରାଜସ୍ଥାନ ୮୦ ୯୪୫୧୧୫ ୧୮ ୮୯୫୪
୩୦ ସିକ୍କିମ୍ ୮୫୯ ୨୯୦୯୫ ୧୨୭ ୩୭୬
୩୧ ତାମିଲନାଡୁ ୧୬୨୦୫ ୨୫୭୪୫୧୮ ୧୫୭୬ ୩୫୦୫୫ ୧୯
୩୨ ତେଲେଙ୍ଗାନା ୫୪୭୬ ୬୫୦୭୭୮ ୩୨୫ ୩୮୮୮
୩୩ ତ୍ରିପୁରା ୬୪୭ ୮୧୯୬୪ ୯୮ ୮୦୩
୩୪ ଉତ୍ତରାଖଣ୍ଡ ୩୭୧ ୩୩୫୩୭୯ ୨୧ ୭୩୮୯
୩୫ ଉତ୍ତରପ୍ରଦେଶ ୨୨୭ ୧୬୮୬୩୮୯ ୨୦ ୨୨୮୬୩
୩୬ ପଶ୍ଚିମବଙ୍ଗ ୮୩୮୭ ୧୫୨୬୨୬୮ ୬୮୭ ୧୮୫୨୨
ମୋଟ ୩୯୧୨୫୬ ୩୨୨୬୪୦୫୧ ୩୯୧୧୪ ୪୪୧୪୧୧ ୩୬୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.