Home Top News ଦେଶରେ ଉତ୍ପାଦିତ ଅଶୋଧିତ ତୈଳର ଡିରେଗୁଲେସନକୁ କ୍ୟାବିନେଟ୍ ମଞ୍ଜୁରୀ

ଦେଶରେ ଉତ୍ପାଦିତ ଅଶୋଧିତ ତୈଳର ଡିରେଗୁଲେସନକୁ କ୍ୟାବିନେଟ୍ ମଞ୍ଜୁରୀ

69

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଦେଶରେ ଉତ୍ପାଦିତ ଅଶୋଧିତ ତୈଳ (Crude Oil) ବିକ୍ରିର ନିୟନ୍ତ୍ରଣକୁ ମୁକ୍ତ କରିବା ପାଇଁ ପ୍ରସ୍ତାବକୁ ବୁଧବାରଦିନ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ପଦକ୍ଷେପ ପରେ ସମସ୍ତ ଅନୁସନ୍ଧାନ ଏବଂ ଉତ୍ପାଦନ କମ୍ପାନୀଗୁଡିକ ପାଇଁ ମାର୍କେଟିଂ ସ୍ୱାଧୀନତା ନିଶ୍ଚିତ କରିବ। ୧ ଅକ୍ଟୋବର ୨୦୨୨ ରୁ ଡିରେଗୁଲେସନ୍ ଲାଗୁ ହେବ। ଖୋଲା ବଜାରରେ ଅଶୋଧିତ ତୈଳ ବିକ୍ରୟ ପାଇଁ ସ୍ୱାଧିନତା ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.