Home Coronavirus Outbreak ଦେଶରେ ଆଜି ସାମାନ୍ୟ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦୭ ନୂଆ...

ଦେଶରେ ଆଜି ସାମାନ୍ୟ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦୭ ନୂଆ ଆକ୍ରାନ୍ତ ଚିହ୍ନଟ, ୨୯ ମୃତ

40

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୦,୪୦୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୬୦,୯୦୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୪୧୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୦୫,୪୦୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୩୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୦୯୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୦, ୩୪, ୯୦, ୩୯୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୫୦, ୬୨୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୪, ୧୦, ୨୯, ୮୫୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୩୬, ୭୭୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୬ ୧୨୯
ଆନ୍ଧ୍ରପ୍ରଦେଶ ୫୮ ୨୩୦୪୯୫୮ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୨୦୧ ୨୯୬
ଆସାମ ୭୧୬୨୨୮ ୭୯୮୬
ବିହାର ୫୯ ୮୧୮୩୧୧ ୧୨୨୫୬
ଚଣ୍ଡିଗଡ଼ ୭୮ ୯୦୯୦୪ ୧୧୬୫
ଛତିଶଗଡ ୪୦ ୧୧୩୮୨୪୦ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୯୩୯ ୧୮୬୨୧୩୬ ୧୪୩୮ ୨୬୧୭୯
୧୦ ଗୋଆ ୫୬ ୨୪୧୬୦୮ ୩୮୩୨
୧୧ ଗୁଜୁରାଟ ୧୪୭ ୧୨୧୩୪୧୬ ୧୫ ୧୦୯୪୪
୧୨ ହରିୟାଣା ୨୭୦୦ ୯୮୩୨୮୪ ୪୬୩ ୧୦୬୨୦
୧୩ ହିମାଚଳ ପ୍ରଦେଶ ୪୬ ୨୮୦୬୮୪ ୪୧୩୪
୧୪ ଜାମ୍ମୁ କାଶ୍ମୀର ୫୬ ୪୪୯୩୦୨ ୨୨ ୪୭୫୧
୧୫ ଝାଡଖଣ୍ଡ ୩୭ ୪୨୯୯୧୪ ୫୩୧୭
୧୬ କର୍ଣ୍ଣାଟକ ୧୯୬୪ ୩୯୦୬୬୭୯ ୯୨ ୪୦୧୦୪
୧୭ କେରଳ ୩୦୨୬ ୬୪୭୧୯୪୭ ୨୯୨ ୬୯୨୭୧ ୨୬
୧୮ ଲଦାଖ ୨୮୦୧୮ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୯୦ ୧୦୩୦୭୬୪ ୩୫ ୧୦୭୩୫
୨୧ ମହାରାଷ୍ଟ୍ର ୧୩୦୪ ୭୭୩୦୧୨୭ ୧୯୬ ୧୪୭୮୪୭
୨୨ ମଣିପୁର ୧୩୫୧୦୦ ୨୧୨୦
୨୩ ମେଘାଳୟ ୯୨୨୦୭ ୧୫୯୩
୨୪ ମିଜୋରାମ ୨୩୫ ୨୨୬୮୦୪ ୩୦ ୬୯୭
୨୫ ନାଗାଲାଣ୍ଡ ୩୪୭୨୮ ୭୬୦
୨୬ ଓଡ଼ିଶା ୨୧୩ ୧୨୭୮୮୬୩ ୧୪ ୯୧୨୬
୨୭ ପୁଡୁଚେରୀ ୧୬୩୮୨୮ ୧୯୬୨
୨୮ ପଞ୍ଜାବ ୨୮୪ ୭୪୧୮୭୦ ୨୩ ୧୭୭୫୧
୨୯ ରାଜସ୍ଥାନ ୫୩୮ ୧୨୭୪୧୩୦ ୭୦ ୯୫୫୩
୩୦ ସିକ୍କିମ୍ ୩୮୭୦୦ ୪୫୨
୩୧ ତାମିଲନାଡୁ ୪୭୮ ୩୪୧୫୮୫୦ ୬୮ ୩୮୦୨୫
୩୨ ତେଲେଙ୍ଗାନା ୩୮୧ ୭୮୭୮୩୫ ୪୦ ୪୧୧୧
୩୩ ତ୍ରିପୁରା ୯୯୯୫୯ ୯୨୩
୩୪ ଉତ୍ତରାଖଣ୍ଡ ୪୯୬ ୪୨୯୪୨୨ ୭୬୯୩
୩୫ ଉତ୍ତରପ୍ରଦେଶ ୧୬୦୭ ୨୦୫୧୨୪୫ ୫୧୩ ୨୩୫୧୦
୩୬ ପଶ୍ଚିମବଙ୍ଗ ୪୨୬ ୧୯୯୬୯୫୦ ୪୪ ୨୧୨୦୩
ମୋଟ ୨୦୪୦୩ ୪୨୫୬୦୯୦୫ ୩୪୧୦ ୫୨୪୦୯୩ ୨୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.