Home Coronavirus Outbreak ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୪,୫୦୬ ନୂଆ...

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୪,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦ ମୃତ

42

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୯,୬୦୨ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୮,୦୮,୬୬୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୭୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୬% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୪,୩୩,୩୪୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୯୦୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୨୫୦୭୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୩%

ଆରୋଗ୍ୟ ହୋଇଛନ୍ତି ୯୮.୫୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୭, ୪୬, ୫୭, ୧୩୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୪୪, ୭୮୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୮ ୯୯୮୨ ୧୨୯
ଆନ୍ଧ୍ରପ୍ରଦେଶ ୬୫୮ ୨୩୦୫୮୧୮ ୯୯ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୬ ୨୯୬
ଆସାମ ୩୬୨ ୭୧୬୩୬୫ ୧୨ ୭୯୮୮
ବିହାର ୮୮୬ ୮୧୯୨୫୮ ୯୮ ୧୨୨୫୯
ଚଣ୍ଡିଗଡ଼ ୫୧୯ ୯୨୦୧୬ ୭୯ ୧୧୬୫
ଛତିଶଗଡ ୮୫୧ ୧୧୩୯୧୬୬ ୯୨ ୧୪୦୩୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୫ ୧୧୪୫୧
ଦିଲ୍ଲୀ ୪୪୮୨ ୧୯୦୨୧୫୮ ୯୪୧ ୨୬୨୬୦
୧୦ ଗୋଆ ୯୩୨ ୨୪୩୫୬୯ ୧୫୬ ୩୮୩୮
୧୧ ଗୁଜୁରାଟ ୨୭୯୩ ୧୨୧୭୨୧୫ ୨୪୮ ୧୦୯୪୬
୧୨ ହରିୟାଣା ୨୬୪୯ ୧୦୦୧୬୧୦ ୬୬୪ ୧୦୬୨୨
୧୩ ହିମାଚଳ ପ୍ରଦେଶ ୪୪୧ ୨୮୧୩୭୪ ୪୬ ୪୧୪୧
୧୪ ଜାମ୍ମୁ କାଶ୍ମୀର ୪୦୫ ୪୪୯୭୭୨ ୨୨ ୪୭୫୬
୧୫ ଝାଡଖଣ୍ଡ ୨୭୯ ୪୩୦୨୧୫ ୩୧ ୫୩୨୦
୧୬ କର୍ଣ୍ଣାଟକ ୪୯୧୮ ୩୯୨୧୩୮୭ ୩୩୭ ୪୦୧୧୫
୧୭ କେରଳ ୨୮୦୮୬ ୬୫୩୨୨୦୧ ୨୮୧୪ ୬୯୯୭୬ ୧୨
୧୮ ଲଦାଖ ୬୭ ୨୮୦୯୪ ୨୨୮
୧୯ ଲକ୍ଷଦୀପ ୧୧୩୫୩ ୫୨
୨୦ ମଧ୍ୟପ୍ରଦେଶ ୪୫୪ ୧୦୩୨୯୫୫ ୮୦ ୧୦୭୪୧
୨୧ ମହାରାଷ୍ଟ୍ର ୨୫୪୮୧ ୭୭୯୫୧୨୧ ୩୫୬୬ ୧୪୭୯୧୫
୨୨ ମଣିପୁର ୧୬ ୧୩୫୧୨୪ ୨୧୨୦
୨୩ ମେଘାଳୟ ୪୧ ୯୨୨୮୪ ୧୫୯୪
୨୪ ମିଜୋରାମ ୨୩୧ ୨୨୮୦୭୫ ୨୧ ୭୦୩
୨୫ ନାଗାଲାଣ୍ଡ ୩୪୭୪୩ ୭୬୧
୨୬ ଓଡ଼ିଶା ୫୨୧ ୧୨୭୯୭୯୪ ୪୯ ୯୧୨୬
୨୭ ପୁଡୁଚେରୀ ୨୪୭ ୧୬୪୧୪୯ ୩୧ ୧୯୬୨
୨୮ ପଞ୍ଜାବ ୯୮୪ ୭୪୩୭୭୮ ୧୩୦ ୧୭୭୭୦
୨୯ ରାଜସ୍ଥାନ ୯୦୪ ୧୨୭୭୭୨୦ ୧୦୯ ୯୫୬୪
୩୦ ସିକ୍କିମ୍ ୨୩ ୩୮୭୪୨ ୪୫୩
୩୧ ତାମିଲନାଡୁ ୮୯୭୦ ୩୪୨୪୨୯୩ ୭୩୬ ୩୮୦୨୬
୩୨ ତେଲେଙ୍ଗାନା ୪୧୭୨ ୭୯୧୭୦୮ ୨୪୭ ୪୧୧୧
୩୩ ତ୍ରିପୁରା ୯୯୯୭୧ ୯୨୩
୩୪ ଉତ୍ତରାଖଣ୍ଡ ୭୬୮ ୪୩୦୧୫୧ ୧୬ ୭୬୯୬
୩୫ ଉତ୍ତରପ୍ରଦେଶ ୩୬୩୪ ୨୦୬୨୩୩୬ ୬୫୧ ୨୩୫୩୪
୩୬ ପଶ୍ଚିମବଙ୍ଗ ୪୭୫୯ ୨୦୦୦୫୦୨ ୨୭୫ ୨୧୨୧୬
ମୋଟ ୯୯୬୦୨ ୪୨୮୦୮୬୬୬ ୧୧୫୭୪ ୫୨୫୦୭୭ ୩୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.