Home Coronavirus Outbreak ଦେଶରେ ଆଜି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୯,୭୬୫ ନୂଆ ଆକ୍ରାନ୍ତ...

ଦେଶରେ ଆଜି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୯,୭୬୫ ନୂଆ ଆକ୍ରାନ୍ତ ଚିହ୍ନଟ, ୪୭୭ ମୃତ

19

ନୂଆ ଦିଲ୍ଲୀ ୨-୧୧ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୯,୭୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୯,୭୬୩ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୮୮୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୦,୩୭,୦୫୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮,୫୪୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୫୪୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୦୬,୫୪୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୭୪୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୭୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୯,୭୨୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୮୮୩%

ଆରୋଗ୍ୟ ହୋଇଛନ୍ତି ୯୮.୩୫୪୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୬%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୪, ୯୬, ୧୯, ୫୧୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୦, ୩୫, ୨୬୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୪, ୩୫, ୧୦, ୯୨୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୦, ୯୮, ୬୧୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୪୯ ୧୨୯
ଆନ୍ଧ୍ରପ୍ରଦେଶ ୨୧୪୯ ୨୦୫୬୫୦୧ ୧୮୩ ୧୪୪୪୩
ଅରୁଣାଚଳ ପ୍ରଦେଶ ୩୫ ୫୪୯୬୪ ୨୮୦
ଆସାମ ୨୬୧୨ ୬୦୮୩୧୯ ୧୯୫ ୬୧୦୮
ବିହାର ୩୨ ୭୧୬୫୩୦ ୯୬୬୩
ଚଣ୍ଡିଗଡ଼ ୬୬ ୬୪୫୮୫ ୮୨୦
ଛତିଶଗଡ ୩୧୬ ୯୯୨୯୨୪ ୨୨ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୨୮୬ ୧୪୧୫୫୮୯ ୪୦ ୨୫୦୯୮
୧୦ ଗୋଆ ୩୨୭ ୧୭୫୨୭୯ ୧୯ ୩୩୮୪
୧୧ ଗୁଜୁରାଟ ୨୯୩ ୮୧୭୧୩୪ ୨୬ ୧୦୦୯୩
୧୨ ହରିୟାଣା ୧୬୯ ୭୬୧୫୧୦ ୧୮ ୧୦୦୫୪
୧୩ ହିମାଚଳ ପ୍ରଦେଶ ୮୬୪ ୨୨୨୫୫୬ ୪୩ ୩୮୪୯
୧୪ ଜାମ୍ମୁ କାଶ୍ମୀର ୧୬୮୭ ୩୩୦୯୨୨ ୧୭୧ ୪୪୭୭
୧୫ ଝାଡଖଣ୍ଡ ୯୪ ୩୪୪୦୨୨ ୧୬ ୫୧୪୦
୧୬ କର୍ଣ୍ଣାଟକ ୬୬୦୩ ୨୯୫୧୬୫୪ ୧୬୨ ୩୮୨୧୩
୧୭ କେରଳ ୪୪୭୭୮ ୫୦୬୧୯୦୬ ୪୫୩୮ ୪୦୫୩୫ ୪୦୩
୧୮ ଲଦାଖ ୨୮୫ ୨୧୧୦୨ ୧୪ ୨୧୪
୧୯ ଲକ୍ଷଦୀପ ୨୬ ୧୦୩୧୯ ୫୧
୨୦ ମଧ୍ୟପ୍ରଦେଶ ୧୨୪ ୭୮୨୫୩୫ ୧୨ ୧୦୫୨୮
୨୧ ମହାରାଷ୍ଟ୍ର ୧୧୦୬୨ ୬୪୮୪୩୩୮ ୯୦୩ ୧୪୧୦୨୫ ୨୮
୨୨ ମଣିପୁର ୬୫୯ ୧୨୨୫୯୯ ୨୦ ୧୯୭୮
୨୩ ମେଘାଳୟ ୨୯୮ ୮୨୭୩୯ ୨୬ ୧୪୭୩
୨୪ ମିଜୋରାମ ୩୭୭୨ ୧୩୧୧୭୭ ୨୫୦ ୫୦୧
୨୫ ନାଗାଲାଣ୍ଡ ୧୩୩ ୩୧୨୯୬ ୬୯୬
୨୬ ଓଡ଼ିଶା ୨୨୩୭ ୧୦୩୮୬୯୫ ୧୮୬ ୮୪୧୩
୨୭ ପୁଡୁଚେରୀ ୨୮୯ ୧୨୬୮୦୩ ୩୫ ୧୮୭୩
୨୮ ପଞ୍ଜାବ ୩୩୧ ୫୮୬୩୮୪ ୩୨ ୧୬୬୦୫
୨୯ ରାଜସ୍ଥାନ ୨୦୩ ୯୪୫୬୪୮ ୧୧ ୮୯୫୫
୩୦ ସିକ୍କିମ୍ ୧୨୭ ୩୧୭୨୨ ୪୦୩
୩୧ ତାମିଲନାଡୁ ୮୨୦୦ ୨୬୮୨୯୪୩ ୭୫୧ ୩୬୪୯୨ ୧୧
୩୨ ତେଲେଙ୍ଗାନା ୩୬୩୦ ୬୬୮୫୬୪ ୧୫୩ ୩୯୯୩
୩୩ ତ୍ରିପୁରା ୮୮ ୮୩୯୦୮ ୮୨୪
୩୪ ଉତ୍ତରାଖଣ୍ଡ ୧୭୮ ୩୩୬୭୧୭ ୧୧ ୭୪୦୮
୩୫ ଉତ୍ତରପ୍ରଦେଶ ୯୨ ୧୬୮୭୪୦୨ ୨୨୯୧୧
୩୬ ପଶ୍ଚିମବଙ୍ଗ ୭୭୧୨ ୧୫୮୯୫୪୧ ୬୭୫ ୧୯୪୯୮ ୧୨
ମୋଟ ୯୯୭୬୩ ୩୪୦୩୭୦୫୪ ୮୫୪୮ ୪୬୯୭୨୪ ୪୭୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.