Home Coronavirus Outbreak ରାଜ୍ୟରେ ଆଜି ୨୫୨ କରୋନା ଆକ୍ରାନ୍ତ ଚିହ୍ନଟ, ୨ ଜଣଙ୍କର ମୃତ୍ୟୁ

ରାଜ୍ୟରେ ଆଜି ୨୫୨ କରୋନା ଆକ୍ରାନ୍ତ ଚିହ୍ନଟ, ୨ ଜଣଙ୍କର ମୃତ୍ୟୁ

47

ଭୁବନେଶ୍ୱର ୨ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତ: ୨୫୨
୦-୧୮ ବର୍ଷର : ୫୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୪୮
– ସ୍ଥାନୀୟ ଅଞ୍ଚଳରୁ୧୦୪
୧- ବାଲେଶ୍ୱର ଜିଲ୍ଲାରୁ – ୫
୨- ଭଦ୍ରକ ଜିଲ୍ଲାରୁ – ୨
୩- ବଲାଙ୍ଗୀର ଜିଲ୍ଲାରୁ – ୫
୪- ବୌଦ୍ଦ ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୧୯
୬- ଢେଙ୍କାନାଳ ଜିଲ୍ଲାରୁ – ୩
୭- ଗଞ୍ଜାମ ଜିଲ୍ଲାରୁ – ୧
୮- ଜଗତସିଂହପୁର ଜିଲ୍ଲାରୁ – ୩
୯- ଯାଜପୁର ଜିଲ୍ଲାରୁ – ୮
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧାରୁ : ୧୧୩
୧୪- ମୟୁରଭଞ୍ଜ ଜିଲ୍ଲାରୁ – ୮
୧୫- ନୟାଗଡ଼ ଜିଲ୍ଲାରୁ – ୨
୧୬- ପୁରୀ ଜିଲ୍ଲାରୁ – ୩
୧୭- ସମ୍ବଲପୁର ଜିଲ୍ଲାରୁ – ୧୩
୧୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬
୧୯- State Pool: ୨୭
– ନୂଆ ସୁସ୍ଥ ହୋଇଥିଲେ୧୮୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୮୪୭୩୬୭
– ମୋଟ ଆକ୍ରାନ୍ତ ୧୦୪୯୫୯୭
– ମୋଟ ସୁସ୍ଛ ହୋଲେଣି ୧୦୩୮୬୯୫
– ସକ୍ରୀୟ ଆକ୍ରାନ୍ତ – ୨୪୩୪

ଆଜି ରାଜ୍ୟରେ କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହା ସହ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୮,୪୧୫ କୁ ବୃଦ୍ଧି ପାଇଛି।

୧. ଭୁବନେଶ୍ୱରର ୯୬ ବର୍ଷ ବୟସ୍କ ପୁରୁଷ।

୨. ଯାଜପୁର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.