Home Coronavirus Outbreak ଦେଶରେ ଆଜି ବଢ଼ିଲା ପୁଣି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ...

ଦେଶରେ ଆଜି ବଢ଼ିଲା ପୁଣି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮ ମୃତ

44

ନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୩,୯୯୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୭,୩୬,୦୨୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୯୭୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୪୪,୯୫୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୩୦୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୯୪୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୯%

ଆରୋଗ୍ୟ ହୋଇଛନ୍ତି ୯୮.୬୦%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୬, ୬୨, ୧୧, ୯୭୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୪, ୯୧, ୯୪୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୫, ୯୪, ୯୩, ୩୮୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୬, ୫୬, ୪୧୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୪ ୯୯୪୫ ୧୧ ୧୨୯
ଆନ୍ଧ୍ରପ୍ରଦେଶ ୩୬୯ ୨୩୦୫୪୯୫ ୫୭ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୪ ୨୯୬
ଆସାମ ୧୫୫ ୭୧୬୨୮୮ ୧୦ ୭୯୮୮
ବିହାର ୪୧୦ ୮୧୮୮୨୮ ୪୧ ୧୨୨୫୬
ଚଣ୍ଡିଗଡ଼ ୩୮୭ ୯୧୬୬୫ ୨୨ ୧୧୬୫
ଛତିଶଗଡ ୫୮୫ ୧୧୩୮୭୩୬ ୬୨ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୦୫୪ ୧୮୯୪୧୬୪ ୧୪୬୬ ୨୬୨୪୨
୧୦ ଗୋଆ ୮୬୬ ୨୪୨୮୨୧ ୮୨ ୩୮୩୩
୧୧ ଗୁଜୁରାଟ ୧୭୪୧ ୧୨୧୫୮୦୬ ୧୯୦ ୧୦୯୪୬
୧୨ ହରିୟାଣା ୨୮୮୪ ୯୯୭୯୧୫ ୬୯୯ ୧୦୬୨୨
୧୩ ହିମାଚଳ ପ୍ରଦେଶ ୨୧୩ ୨୮୧୧୯୫ ୩୯ ୪୧୩୯
୧୪ ଜାମ୍ମୁ କାଶ୍ମୀର ୨୦୯ ୪୪୯୬୨୧ ୧୫ ୪୭୫୫
୧୫ ଝାଡଖଣ୍ଡ ୧୨୫ ୪୩୦୧୩୯ ୫୩୧୯
୧୬ କର୍ଣ୍ଣାଟକ ୪୮୯୨ ୩୯୧୭୭୭୦ ୮୦୪ ୪୦୧୧୩
୧୭ କେରଳ ୨୫୨୦୦ ୬୫୧୩୬୦୦ ୨୪୬୪ ୬୯୯୧୭ ୨୦
୧୮ ଲଦାଖ ୩୨ ୨୮୦୭୪ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୪୫୪ ୧୦୩୨୫୪୨ ୫୨ ୧୦୭୪୦
୨୧ ମହାରାଷ୍ଟ୍ର ୨୪୬୩୯ ୭୭୭୨୪୯୧ ୩୫୩୩ ୧୪୭୮୯୨
୨୨ ମଣିପୁର ୧୩୫୧୨୪ ୨୧୨୦
୨୩ ମେଘାଳୟ ୧୬ ୯୨୨୬୮ ୧୫୯୪
୨୪ ମିଜୋରାମ ୧୨୨ ୨୨୭୯୬୯ ୨୩ ୭୦୨
୨୫ ନାଗାଲାଣ୍ଡ ୩୪୭୪୨ ୭୬୧
୨୬ ଓଡ଼ିଶା ୩୩୪ ୧୨୭୯୫୩୫ ୩୬ ୯୧୨୬
୨୭ ପୁଡୁଚେରୀ ୧୪୨ ୧୬୪୦୨୧ ୨୬ ୧୯୬୨
୨୮ ପଞ୍ଜାବ ୬୮୧ ୭୪୩୧୭୯ ୮୬ ୧୭୭୬୧
୨୯ ରାଜସ୍ଥାନ ୭୧୩ ୧୨୭୭୧୪୫ ୯୭ ୯୫୬୧
୩୦ ସିକ୍କିମ୍ ୧୩ ୩୮୭୩୨ ୪୫୩
୩୧ ତାମିଲନାଡୁ ୪୬୭୮ ୩୪୨୦୩୬୪ ୪୫୯ ୩୮୦୨୬
୩୨ ତେଲେଙ୍ଗାନା ୨୬୮୦ ୭୯୦୩୪୭ ୧୨୯ ୪୧୧୧
୩୩ ତ୍ରିପୁରା ୯୯୯୬୭ ୯୨୩
୩୪ ଉତ୍ତରାଖଣ୍ଡ ୬୪୪ ୪୩୦୦୧୨ ୨୦ ୭୬୯୫
୩୫ ଉତ୍ତରପ୍ରଦେଶ ୩୨୫୭ ୨୦୫୯୩୪୨ ୩୫୨ ୨୩୫୩୨
୩୬ ପଶ୍ଚିମବଙ୍ଗ ୨୪୪୬ ୧୯୯୯୧୮୪ ୧୭୬ ୨୧୨୧୨
ମୋଟ ୮୩୯୯୦ ୪୨୭୩୬୦୨୭ ୧୦୯୭୨ ୫୨୪୯୪୧ ୩୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.