Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୪୦,...

ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୪୦, ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨୨ ମୃତ

44

ନୂଆ ଦିଲ୍ଲୀ ୦୨-୮ (ଓଡ଼ିଆ ପୁଅ) ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୦, ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪, ୧୩, ୭୧୮ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୩୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩, ୦୮, ୫୭, ୪୬୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୬, ୯୪୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୧୬, ୯୫, ୯୫୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୭୬୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୨୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪, ୨୪, ୭୭୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୩୧%

ଆରୋଗ୍ୟ ହୋଇଛନ୍ତି ୯୭.୩୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୭, ୨୨, ୨୩, ୬୩୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୭, ୦୬, ୫୯୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୬, ୯୬, ୪୫, ୪୯୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୨୮, ୯୮୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୦୩ ୧୨୯
ଆନ୍ଧ୍ରପ୍ରଦେଶ ୨୧୦୧୯ ୧୯୩୪୦୪୮ ୨୪୩୦ ୧୩୩୯୫ ୧୮
ଅରୁଣାଚଳ ପ୍ରଦେଶ ୩୬୭୫ ୪୪୩୫୪ ୪୧୫ ୨୩୧
ଆସାମ ୧୨୬୪୨ ୫୪୯୦୬୫ ୧୪୪୯ ୫୨୭୫ ୧୫
ବିହାର ୪୩୫ ୭୧୪୮୦୧ ୬୬ ୯୬୪୪
ଚଣ୍ଡିଗଡ଼ ୩୦ ୬୧୧୧୩ ୮୧୧
ଛତିଶଗଡ ୧୯୧୯ ୯୮୬୭୭୮ ୧୫୭ ୧୩୫୨୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୪ ୧୦୬୨୨
ଦିଲ୍ଲୀ ୫୮୨ ୧୪୧୦୭୧୪ ୮୩ ୨୫୦୫୪
୧୦ ଗୋଆ ୧୦୧୧ ୧୬୭୦୪୬ ୧୦୫ ୩୧୪୮
୧୧ ଗୁଜୁରାଟ ୨୫୪ ୮୧୪୫୭୦ ୨୧ ୧୦୦୭୬
୧୨ ହରିୟାଣା ୭୧୫ ୭୫୯୫୮୯ ୨୩ ୯୬୩୮
୧୩ ହିମାଚଳ ପ୍ରଦେଶ ୧୨୨୯ ୨୦୧୪୧୧ ୧୨୨ ୩୫୨୧
୧୪ ଜାମ୍ମୁ କାଶ୍ମୀର ୧୨୧୧ ୩୧୬୦୧୭ ୧୦୯ ୪୩୭୯
୧୫ ଝାଡଖଣ୍ଡ ୨୫୪ ୩୪୧୮୧୭ ୨୪ ୫୧୨୯
୧୬ କର୍ଣ୍ଣାଟକ ୨୪୧୬୮ ୨୮୪୬୨୪୪ ୧୫୦୨ ୩୬୫୮୭ ୨୫
୧୭ କେରଳ ୧୬୭୮୯୧ ୩୨୨୬୭୬୧ ୧୭୭୯୨ ୧୬୮୩୭ ୫୬
୧୮ ଲଦାଖ ୫୭ ୨୦୦୭୬ ୨୦୭
୧୯ ଲକ୍ଷଦୀପ ୭୫ ୧୦୦୭୦ ୧୫ ୫୦
୨୦ ମଧ୍ୟପ୍ରଦେଶ ୧୨୫ ୭୮୧୨୦୭ ୧୪ ୧୦୫୧୩
୨୧ ମହାରାଷ୍ଟ୍ର ୮୨୩୫୦ ୬୦୯୪୮୯୬ ୪୧୧୦ ୧୩୨୯୪୮ ୧୫୭
୨୨ ମଣିପୁର ୧୦୪୦୫ ୮୭୩୬୦ ୯୫୭ ୧୫୬୬ ୧୦
୨୩ ମେଘାଳୟ ୬୦୪୩ ୫୮୪୫୦ ୫୦୧ ୧୦୯୬ ୧୧
୨୪ ମିଜୋରାମ ୧୨୧୮୯ ୨୭୦୨୪ ୬୩୭ ୧୫୦
୨୫ ନାଗାଲାଣ୍ଡ ୧୩୪୪ ୨୬୦୩୧ ୫୪ ୫୭୦
୨୬ ଓଡ଼ିଶା ୧୪୧୩୮ ୯୫୮୬୦୧ ୧୭୭୩ ୫୯୬୬ ୬୪
୨୭ ପୁଡୁଚେରୀ ୯୮୨ ୧୧୮୨୨୮ ୭୦ ୧୭୯୫
୨୮ ପଞ୍ଜାବ ୫୦୪ ୫୮୨୩୩୨ ୫୫ ୧୬୨୯୪
୨୯ ରାଜସ୍ଥାନ ୨୫୦ ୯୪୪୪୮୪ ୧୯ ୮୯୫୪
୩୦ ସିକ୍କିମ୍ ୩୪୫୪ ୨୨୯୫୫ ୧୫୧ ୩୪୫
୩୧ ତାମିଲନାଡୁ ୨୦୫୨୪ ୨୫୦୬୯୬୧ ୨୧୫୬ ୩୪୧୦୨ ୨୬
୩୨ ତେଲେଙ୍ଗାନା ୮୮୭୩ ୬୩୨୭୨୮ ୬୪୮ ୩୮୦୫
୩୩ ତ୍ରିପୁରା ୩୦୯୨ ୭୪୮୭୫ ୫୨୯ ୭୫୫
୩୪ ଉତ୍ତରାଖଣ୍ଡ ୬୦୯ ୩୩୪୧୯୦ ୪୫ ୭୩୬୨
୩୫ ଉତ୍ତରପ୍ରଦେଶ ୬୬୪ ୧୬୮୫୦୪୯ ୭୬ ୨୨୭୬୩
୩୬ ପଶ୍ଚିମବଙ୍ଗ ୧୦୯୭୪ ୧୪୯୯୫୯୭ ୮୨୭ ୧୮୧୪୯ ୧୩
ମୋଟ ୪୧୩୭୧୮ ୩୦୮୫୭୪୬୭ ୩୬୯୪୬ ୪୨୪୭୭୩ ୪୨୨

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.