Home Coronavirus Outbreak ଦେଶରେ ଆଜି ପୁଣି କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮,୦୧୮ ନୂଆ...

ଦେଶରେ ଆଜି ପୁଣି କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮,୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧୦ ମୃତ, ୮, ୮୯୧ ଓମିକ୍ରନ୍ ମାମଲା

38

ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮,୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୮, ୮୯୧ ଏପର୍ଯ୍ୟନ୍ତ ମୋଟ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି; ଗତକାଲି ଠାରୁ ୮.୩୧% ବୃଦ୍ଧି।

ଦୈନିକ ସକରାତ୍ମକତା ହାର (୧୪.୪୩%)

ସାପ୍ତାହିକ ସକରାତ୍ମକତା ହାର (୧୪.୯୨%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୭୩୬୬୨୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪.୬୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୫୩,୯୪,୮୮୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୭,୪୨୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୪.୦୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୬,୧୮,୨୭୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୮୦୨୮୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୬,୭୬୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪.୬୨%

ଆରୋଗ୍ୟ ହୋଇଛନ୍ତି ୯୪.୦୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୮, ୦୪, ୪୧, ୭୭୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୯, ୯୧, ୨୩୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୦, ୫୪, ୧୧, ୪୨୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୬, ୪୯, ୧୪୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୪୯ ୮୧୧୭ ୬୬ ୧୨୯
ଆନ୍ଧ୍ରପ୍ରଦେଶ ୩୦୧୮୨ ୨୦୬୫୬୯୬ ୬୯୬ ୧୪୫୧୦
ଅରୁଣାଚଳ ପ୍ରଦେଶ ୧୪୭୬ ୫୫୨୭୯ ୮୪ ୨୮୨
ଆସାମ ୨୫୨୯୫ ୬୨୨୨୦୫ ୨୨୮୧ ୬୨୧୭ ୧୧
ବିହାର ୩୩୧୨୩ ୭୪୫୩୮୯ ୫୯୦୭ ୧୨୧୪୧
ଚଣ୍ଡିଗଡ଼ ୯୧୦୪ ୬୮୨୯୯ ୯୬୧ ୧୦୮୯
ଛତିଶଗଡ ୩୧୯୬୦ ୧୦୧୮୬୬୬ ୫୩୯୬ ୧୩୬୬୪ ୧୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୧୬ ୧୦୭୮୬ ୧୬
ଦିଲ୍ଲୀ ୮୩୯୮୨ ୧୬୧୩୧୨୮ ୧୮୩୪୦ ୨୫୩୮୭ ୨୪
୧୦ ଗୋଆ ୨୧୯୫୭ ୧୮୭୧୨୯ ୧୫୯୨ ୩୫୬୩
୧୧ ଗୁଜୁରାଟ ୭୦୩୭୪ ୮୫୮୪୫୫ ୫୯୮୪ ୧୦୧୬୪
୧୨ ହରିୟାଣା ୫୪୮୩୭ ୭୯୧୧୪୯ ୫୬୩୧ ୧୦୧୧୬ ୧୨
୧୩ ହିମାଚଳ ପ୍ରଦେଶ ୧୨୧୪୨ ୨୨୯୭୭୨ ୧୨୯୮ ୩୮୯୭
୧୪ ଜାମ୍ମୁ କାଶ୍ମୀର ୧୭୯୨୮ ୩୩୯୭୦୦ ୭୭୭ ୪୫୭୨
୧୫ ଝାଡଖଣ୍ଡ ୨୯୯୭୪ ୩୭୨୬୨୫ ୪୨୬୬ ୫୨୦୯
୧୬ କର୍ଣ୍ଣାଟକ ୨୧୭୩୨୬ ୨୯୯୧୪୭୨ ୭୮୨୭ ୩୮୪୪୫ ୧୪
୧୭ କେରଳ ୧୨୨୧୬୩ ୫୨୨୮୭୧୦ ୫୨୮୦ ୫୦୯୦୪ ୭୨
୧୮ ଲଦାଖ ୮୪୪ ୨୨୪୭୦ ୧୨୮ ୨୨୨
୧୯ ଲକ୍ଷଦୀପ ୧୧୧ ୧୦୩୭୧ ୫୧
୨୦ ମଧ୍ୟପ୍ରଦେଶ ୩୪୯୭୩ ୭୯୨୩୭୫ ୨୧୦୬ ୧୦୫୪୫
୨୧ ମହାରାଷ୍ଟ୍ର ୨୭୧୦୯୭ ୬୮୨୯୯୯୨ ୨୯୦୯୨ ୧୪୧୮୩୨ ୨୪
୨୨ ମଣିପୁର ୧୪୫୭ ୧୨୪୦୨୧ ୬୦ ୨୦୧୫
୨୩ ମେଘାଳୟ ୧୨୦୭ ୮୩୮୩୫ ୯୫ ୧୪୯୦
୨୪ ମିଜୋରାମ ୮୮୬୯ ୧୪୪୩୧୬ ୮୩୦ ୫୭୩
୨୫ ନାଗାଲାଣ୍ଡ ୪୮୪ ୩୧୭୭୭ ୨୧ ୭୦୩
୨୬ ଓଡ଼ିଶା ୬୯୮୮୫ ୧୦୬୬୦୩୨ ୫୯୬୫ ୮୪୮୪
୨୭ ପୁଡୁଚେରୀ ୮୫୫୯ ୧୨୮୧୬୮ ୧୪୭ ୧୮୯୦
୨୮ ପଞ୍ଜାବ ୪୩୪୨୯ ୬୧୦୨୪୧ ୪୩୯୩ ୧୬୭୯୦ ୨୧
୨୯ ରାଜସ୍ଥାନ ୬୬୭୪୨ ୯୭୧୧୪୩ ୫୮୯୪ ୯୦୧୦
୩୦ ସିକ୍କିମ୍ ୨୦୧୨ ୩୨୫୦୪ ୧୯୪ ୪୧୩
୩୧ ତାମିଲନାଡୁ ୧୫୨୩୪୮ ୨୭୭୪୦୦୯ ୧୩୫୫୧ ୩୭୦୦୯ ୨୦
୩୨ ତେଲେଙ୍ଗାନା ୨୨୧୯୭ ୬୮୫୩୯୯ ୨୨୯୫ ୪୦୬୦
୩୩ ତ୍ରିପୁରା ୬୪୯୧ ୮୫୬୨୬ ୪୯୨ ୮୪୪
୩୪ ଉତ୍ତରାଖଣ୍ଡ ୧୮୧୯୬ ୩୪୭୬୦୯ ୨୩୧୮ ୭୪୪୪
୩୫ ଉତ୍ତରପ୍ରଦେଶ ୧୦୬୬୧୬ ୧୭୨୦୦୭୭ ୧୨୪୦୨ ୨୨୯୭୨
୩୬ ପଶ୍ଚିମବଙ୍ଗ ୧୫୮୬୨୩ ୧୭୨୮୩୪୦ ୧୧୦୩୪ ୨୦୧୨୧ ୩୩
ମୋଟ ୧୭୩୬୬୨୮ ୩୫୩୯୪୮୮୨ ୧୫୭୪୨୧ ୪୮୬୭୬୧ ୩୧୦

ଅପର ପକ୍ଷରେ ରାଜ୍ୟରେ, ଆଜି ପୁଣି ୧୧,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି କରୋନା କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୪୮୮ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ: ୧୧୦୮୬
୦-୧୮ ବର୍ଷର: ୧୦୬୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୪୩୧
– ସ୍ଥାନୀୟ ଅଞ୍ଚଳରୁ୪୬୫୫
୧- ଅନୁଗୁଳ ଜିଲ୍ଲାରୁ – ୧୩୯
୨- ବାଲେଶ୍ୱର ଜିଲ୍ଲାରୁ – ୩୨୩
୩- ବରଗଡ଼ ଜିଲ୍ଲା : ୧୨୫
୪- ଭଦ୍ରକ ଜିଲ୍ଲାରୁ – ୧୩୨
୫- ବଲାଙ୍ଗୀର ଜିଲ୍ଲାରୁ – ୩୦୦
୬- ବୌଦ୍ଦ ଜିଲ୍ଲାରୁ – ୮୩
୭- କଟକ ଜିଲ୍ଲାରୁ – ୭୬୬
୮- ଦେବଗଡ଼ ଜିଲ୍ଲାରୁ – ୫୩
୯- ଢେଙ୍କାନାଳ ଜିଲ୍ଲାରୁ – ୧୫୭
୧୦- ଗଜପତି ଜିଲ୍ଲାରୁ – ୯୩
୧୧- ଗଞ୍ଜାମ ଜିଲ୍ଲାରୁ – ୧୧୬
୧୨- ଜଗତସିଂହପୁର ଜିଲ୍ଲାରୁ – ୨୭୩
୧୩- ଯାଜପୁର ଜିଲ୍ଲାରୁ – ୨୭୫
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୩୨
୧୫- କଳାହାଣ୍ଡି ଜିଲ୍ଲାରୁ – ୨୫୩
୧୬- କନ୍ଧମାଳ ଜିଲ୍ଲାରୁ – ୫୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୫
୧୮- କେନ୍ଦୁଝର ଜିଲ୍ଲାରୁ – ୨୨୩
୧୯- ଖୋର୍ଦ୍ଧାରୁ: ୩୪୬୯
୨୦- କୋରାପୁଟ ଜିଲ୍ଲାରୁ – ୧୯୬
୨୧- ମାଲକାନଗିରି : ୫୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୯୩
୨୩- ନବରଙ୍ଗପୁର ଜିଲ୍ଲାରେ: ୧୩୭
୨୪- ନୟାଗଡ଼ ଜିଲ୍ଲାରୁ – ୧୪୯
୨୫- ନୂଆପଡ଼ା ଜିଲ୍ଲାରୁ – ୧୦୪
୨୬- ପୁରୀ ଜିଲ୍ଲାରୁ – ୧୮୮
୨୭- ରାୟଗଡ଼ା ଜିଲ୍ଲାରୁ – ୧୮୭
୨୮- ସମ୍ବଲପୁର ଜିଲ୍ଲାରୁ – ୩୦୨
୨୯- ସୋନପୁର ଜିଲ୍ଲାରୁ – ୧୫୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୪୧୬
୩୧- State Pool: ୭୫୯
– ନୂଆ ସୁସ୍ଥ ହୋଇଥିଲେ୫୯୬୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୭୭୨୫୬୧
– ମୋଟ ଆକ୍ରାନ୍ତ ୧୧୫୫୪୮୭
– ମୋଟ ସୁସ୍ଛ ହୋଲେଣି ୧୦୬୬୦୩୨
ସକ୍ରୀୟ ଆକ୍ରାନ୍ତ: ୮୦୯୧୪

ରାଜ୍ୟରେ ଆଜି କରୋନା କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୪୮୮ କୁ ବୃଦ୍ଧି ପାଇଛି।

୧. କଟକ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ।

୨. କେନ୍ଦ୍ରାପଡା ଜିଲ୍ଲାର ୧୪ ବର୍ଷ ବୟସ୍କା ମହିଳା।

୩. କୋରାପୁଟ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪. ସୁନ୍ଦରଗଡ ଜିଲ୍ଲାର ଜଣେ ୮୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୫, ୦୦୫ [+୧୩୯] ଜଣ ସଂକ୍ରମିତ ହୋଇଥିବା ବେଳେ ୭୭୧ [+୧୩୯] ଜଣ ସକ୍ରୀୟ ଅଛନ୍ତି। ୪୩, ୮୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୪୪, ୨୭୦ [+୩୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୯୩୬ [+୩୨୩] ଜଣ ସକ୍ରୀୟ ଅଛନ୍ତି। ୪୧, ୦୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୨, ୪୭୨ [+୧୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୫୧ [+୧୨୫] ଜଣ ସକ୍ରୀୟ ଅଛନ୍ତି। ୩୦, ୯୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୭, ୫୭୦ [+୧୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୭ [+୧୩୨] ଜଣ ସକ୍ରୀୟ ଅଛନ୍ତି। ୨୬, ୫୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୫, ୭୧୪ [+୩୦୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୦୩୮ [+୩୦୦] ଜଣ ସକ୍ରୀୟ ଅଛନ୍ତି। ୨୩, ୫୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୩, ୦୩୬ [+୮୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭୫ [+୮୩] ଜଣ ସକ୍ରୀୟ ଅଛନ୍ତି। ୧୨, ୫୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୧, ୦୩, ୫୫୩ [+୭୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୮୦୮ [+୭୬୫] ଜଣ ସକ୍ରୀୟ ଅଛନ୍ତି। ୯୬, ୮୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୭, ୦୬୩ [+୫୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୫ [+୫୩] ଜଣ ସକ୍ରୀୟ ଅଛନ୍ତି। ୬, ୭୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୨୦, ୭୧୪ [+୧୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୭୪ [+୧୫୭] ଜଣ ସକ୍ରୀୟ ଅଛନ୍ତି। ୧୯, ୮୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୧୦, ୫୮୯ [+୯୩] ଜଣ ସଂକ୍ରମିତ ହୋଇଥିବା ବେଳେ ୭୦୦ [+୯୩] ଜଣ ସକ୍ରୀୟ ଅଛନ୍ତି। ୯, ୮୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୫, ୧୨୫ [+୧୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩୬ [+୧୧୬] ଜଣ ସକ୍ରୀୟ ଅଛନ୍ତି। ୩୩, ୬୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୯, ୬୩୨ [+୨୭୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୧୧ [+୨୭୩] ଜଣ ସକ୍ରୀୟ ଅଛନ୍ତି। ୨୮, ୦୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୬, ୧୩୦ [+୨୭୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୮୬ [+୨୭୫] ଜଣ ସକ୍ରୀୟ ଅଛନ୍ତି। ୪୪, ୨୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୬, ୨୮୫ [+୧୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୨୪ [+୧୩୨] ଜଣ ସକ୍ରୀୟ ଅଛନ୍ତି। ୨୫, ୦୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୫, ୬୭୧ [+୨୫୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୫୮ [+୨୫୩] ଜଣ ସକ୍ରୀୟ ଅଛନ୍ତି। ୨୪, ୩୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୮୭୫ [+୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୯ [+୫୧] ଜଣ ସକ୍ରୀୟ ଅଛନ୍ତି। ୧୧, ୫୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୫, ୬୭୨ [+୮୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୪୫ [+୮୪] ଜଣ ସକ୍ରୀୟ ଅଛନ୍ତି। ୨୪, ୯୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୨, ୧୮୬ [+୨୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୩ [+୨୨୩] ଜଣ ସକ୍ରୀୟ ଅଛନ୍ତି। ୨୧, ୨୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୨, ୧୨, ୭୦୫ [+୩, ୪୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭, ୦୧୦ [+୩, ୪୬୯] ଜଣ ସକ୍ରୀୟ ଅଛନ୍ତି। ୧, ୮୪, ୦୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୨୦, ୬୯୪ [+୧୯୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୯୨ [+୧୯୫] ଜଣ ସକ୍ରୀୟ ଅଛନ୍ତି। ୧୯, ୪୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୯୮୬ [+୫୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୭ [+୫୪] ଜଣ ସକ୍ରୀୟ ଅଛନ୍ତି। ୧୧, ୬୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୪, ୫୮୬ [+୩୯୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୫୨୮ [+୩୯୩] ଜଣ ସକ୍ରୀୟ ଅଛନ୍ତି। ୪୧, ୭୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୪, ୮୩୬ [+୧୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨୦ [+୧୩୭] ଜଣ ସକ୍ରୀୟ ଅଛନ୍ତି। ୨୩, ୯୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୪, ୬୯୫ [+୧୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୬୭ [+୧୪୯] ଜଣ ସକ୍ରୀୟ ଅଛନ୍ତି। ୨୩, ୬୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୩, ୬୪୭ [+୧୦୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୦୩ [+୧୦୪] ଜଣ ସକ୍ରୀୟ ଅଛନ୍ତି। ୨୨, ୮୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୭, ୮୫୭ [+୧୮୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୭୭୪ [+୧୮୮] ଜଣ ସକ୍ରୀୟ ଅଛନ୍ତି। ୪୫, ୬୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୧, ୬୪୩ [+୧୮୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୦୦ [+୧୮୭] ଜଣ ସକ୍ରୀୟ ଅଛନ୍ତି। ୨୦, ୧୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୮, ୦୭୪ [+୩୦୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୭୦୪ [+୩୦୨] ଜଣ ସକ୍ରୀୟ ଅଛନ୍ତି। ୩୪, ୧୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୪, ୪୧୪ [+୧୫୩] ଜଣ ସଂକ୍ରମିତ ହୋଇଥିବା ବେଳେ ୯୮୬ [+୧୫୩] ଜଣ ସକ୍ରୀୟ ଅଛନ୍ତି। ୧୩, ୩୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୭୭, ୨୯୬ [+୧, ୪୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦, ୫୮୯ [+୧, ୪୧୫] ଜଣ ସକ୍ରୀୟ ଅଛନ୍ତି। ୬୬, ୧୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୪୦, ୪୯୨ [+୭୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୦୭୭ [+୭୫୯] ଜଣ ସକ୍ରୀୟ ଅଛନ୍ତି। ୩୪, ୪୧୫ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.