Home Top News ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୩୩୪ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୩୩୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

25

ନୂଆ ଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୩୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୩,୧୯୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୪୦,୯୧,୯୦୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୫୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୪୪,୦୭୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୩୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୯୭୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୬%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୯, ୫୬, ୪୧, ୮୦୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୨,୮୬୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୫୯୮ ୧୨୯
ଆନ୍ଧ୍ରପ୍ରଦେଶ ୧୪୮ ୨୩୨୩୯୩୪ ୨୦ ୧୪୭୩୩
ଅରୁଣାଚଳ ପ୍ରଦେଶ ୬୬୫୭୧ ୨୯୬
ଆସାମ ୨୭୨୨ ୭୩୫୨୪୪ ୮୦୩୫
ବିହାର ୧୬୨ ୮୩୮୬୧୫ ୨୮ ୧୨୩୦୨
ଚଣ୍ଡିଗଡ଼ ୧୮ ୯୮୦୮୮ ୧୧୮୧
ଛତିଶଗଡ ୨୭୧ ୧୧୬୨୯୬୨ ୧୯ ୧୪୧୪୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୮୩
ଦିଲ୍ଲୀ ୪୨୩ ୧୯୭୮୬୯୩ ୯୦ ୨୬୫୦୭
୧୦ ଗୋଆ ୯୮ ୨୫୪୫୩୨ ୧୧ ୩୯୬୭
୧୧ ଗୁଜୁରାଟ ୫୯୮ ୧୨୬୪୮୯୫ ୫୮ ୧୧୦୩୮
୧୨ ହରିୟାଣା ୨୪୬ ୧୦୪୪୯୧୯ ୨୫ ୧୦୭୧୦
୧୩ ହିମାଚଳ ପ୍ରଦେଶ ୪୬ ୩୦୮୧୭୦ ୪୨୧୧
୧୪ ଜାମ୍ମୁ କାଶ୍ମୀର ୨୩ ୪୭୪୪୫୮ ୪୭୮୫
୧୫ ଝାଡଖଣ୍ଡ ୬୮ ୪୩୭୧୨୪ ୫୩୩୧
୧୬ କର୍ଣ୍ଣାଟକ ୨୩୨୬ ୪୦୨୫୩୩୧ ୪୨ ୪୦୨୯୬
୧୭ କେରଳ ୩୮୮୫ ୬୭୪୪୫୭୪ ୪୫୨ ୭୧୩୫୪
୧୮ ଲଦାଖ ୨୯୧୪୦ ୨୩୧
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୧୧ ୧୦୪୩୭୯୬ ୧୮ ୧୦୭୭୫
୨୧ ମହାରାଷ୍ଟ୍ର ୨୪୯୬ ୭୯୭୯୦୧୯ ୧୪୮୩୭୯
୨୨ ମଣିପୁର ୨୬ ୧୩୭୬୯୨ ୨୧୪୯
୨୩ ମେଘାଳୟ ୨୮ ୯୫୦୯୯ ୧୬୨୩
୨୪ ମିଜୋରାମ ୫୨ ୨୩୭୯୭୧ ୭୨୩
୨୫ ନାଗାଲାଣ୍ଡ ୩୫୧୮୮ ୭୮୨
୨୬ ଓଡ଼ିଶା ୪୮୮ ୧୩୨୬୧୭୦ ୬୫ ୯୨୦୩
୨୭ ପୁଡୁଚେରୀ ୧୮୩ ୧୭୩୦୮୩ ୧୯୭୪
୨୮ ପଞ୍ଜାବ ୧୪୩ ୭୬୪୪୨୫ ୧୩ ୧୭୯୨୦
୨୯ ରାଜସ୍ଥାନ ୩୯୧ ୧୩୦୪୧୨୭ ୩୯ ୯୬୪୪
୩୦ ସିକ୍କିମ୍ ୨୨ ୪୩୭୫୬ ୪୯୮
୩୧ ତାମିଲନାଡୁ ୩୧୨୪ ୩୫୪୯୪୮୬ ୩୯୮ ୩୮୦୪୮
୩୨ ତେଲେଙ୍ଗାନା ୫୪୨ ୮୩୪୯୮୭ ୭୦ ୪୧୧୧
୩୩ ତ୍ରିପୁରା ୭୮ ୧୦୬୯୬୮ ୯୪୦
୩୪ ଉତ୍ତରାଖଣ୍ଡ ୭୨ ୪୪୧୨୭୮ ୭୭୫୧
୩୫ ଉତ୍ତରପ୍ରଦେଶ ୪୩୯ ୨୧୦୩୨୪୪ ୪୦ ୨୩୬୨୭
୩୬ ପଶ୍ଚିମବଙ୍ଗ ୧୩୫୧ ୨୦୯୪୮୨୩ ୧୨୪ ୨୧୫୨୭
ମୋଟ ୨୩୧୯୩ ୪୪୦୯୧୯୦୬ ୧୫୫୭ ୫୨୮୯୭୭

କେରଳର ୧୨ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.