Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୭୪୭ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୭୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୨୯ ମୃତ

32

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୭୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୬,୮୪୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୯,୫୩,୩୭୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫,୬୧୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୨୮,୫୨୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୦୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୩୦୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୧%

ଆରୋଗ୍ୟ ହୋଇଛନ୍ତି ୯୮.୭୧%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୬, ୪୧, ୭୦, ୫୫୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୩, ୯୨, ୫୩୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୪୯୬ ୧୨୯
ଆନ୍ଧ୍ରପ୍ରଦେଶ ୨୮୮ ୨୩୨୨୭୮୨ ୪୮ ୧୪୭୩୩
ଅରୁଣାଚଳ ପ୍ରଦେଶ ୪୦ ୬୬୪୭୭ ୨୯୬
ଆସାମ ୨୮୧୯ ୭୩୪୩୯୦ ୮୧ ୮୦୩୪
ବିହାର ୪୫୫ ୮୩୭୧୫୫ ୯୫ ୧୨୩୦୦
ଚଣ୍ଡିଗଡ଼ ୧୦୯ ୯୭୮୩୪ ୧୮ ୧୧୮୧
ଛତିଶଗଡ ୬୬୪ ୧୧୬୦୫୫୨ ୧୧୬ ୧୪୧୨୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୭୮
ଦିଲ୍ଲୀ ୫୫୨ ୧୯୭୫୨୧୯ ୧୧୭ ୨୬୪୯୭
୧୦ ଗୋଆ ୪୬୭ ୨୫୩୦୧୦ ୯୨ ୩୯୬୫
୧୧ ଗୁଜୁରାଟ ୧୨୧୦ ୧୨୬୦୮୮୬ ୧୬୯ ୧୧୦୨୬
୧୨ ହରିୟାଣା ୪୫୭ ୧୦୪୩୦୩୭ ୧୦୬ ୧୦୬୯୬
୧୩ ହିମାଚଳ ପ୍ରଦେଶ ୨୮୨ ୩୦୭୪୦୨ ୭୫ ୪୨୦୭
୧୪ ଜାମ୍ମୁ କାଶ୍ମୀର ୨୪୯ ୪୭୩୮୬୧ ୪୩ ୪୭୮୪
୧୫ ଝାଡଖଣ୍ଡ ୧୦୮ ୪୩୬୭୬୫ ୩୦ ୫୩୩୦
୧୬ କର୍ଣ୍ଣାଟକ ୩୬୧୮ ୪୦୧୬୭୯୦ ୪୯୨ ୪୦୨୭୩
୧୭ କେରଳ ୧୪୨୯୫ ୬୬୯୬୫୭୦ ୧୫୧୨ ୭୦୯୬୮
୧୮ ଲଦାଖ ୩୪ ୨୯୦୩୯ ୨୩୦
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୮୪ ୧୦୪୩୦୬୨ ୩୯ ୧୦୭୭୧
୨୧ ମହାରାଷ୍ଟ୍ର ୪୭୨୩ ୭୯୬୧୨୮୨ ୯୮୪ ୧୪୮୩୦୪
୨୨ ମଣିପୁର ୩୧ ୧୩୭୬୦୧ ୨୧୪୮
୨୩ ମେଘାଳୟ ୫୪ ୯୪୯୨୭ ୧୬୨୧
୨୪ ମିଜୋରାମ ୨୮୬ ୨୩୭୦୧୩ ୩୧ ୭୨୨
୨୫ ନାଗାଲାଣ୍ଡ ୩୫୧୫୨ ୭୮୧
୨୬ ଓଡ଼ିଶା ୧୪୫୦ ୧୩୨୦୭୧୭ ୨୬୭ ୯୧୮୬
୨୭ ପୁଡୁଚେରୀ ୪୬୩ ୧୭୧୩୦୯ ୪୬ ୧୯୭୦
୨୮ ପଞ୍ଜାବ ୩୩୩ ୭୬୩୩୦୫ ୬୨ ୧୭୯୦୯
୨୯ ରାଜସ୍ଥାନ ୧୩୧୭ ୧୩୦୧୦୭୧ ୨୧୪ ୯୬୩୨
୩୦ ସିକ୍କିମ୍ ୮୦ ୪୩୪୧୮ ୧୧ ୪୯୫
୩୧ ତାମିଲନାଡୁ ୪୮୨୦ ୩୫୩୨୯୮୩ ୪୩୬ ୩୮୦୪୦
୩୨ ତେଲେଙ୍ଗାନା ୭୭୫ ୮୩୧୬୩୬ ୧୨୮ ୪୧୧୧
୩୩ ତ୍ରିପୁରା ୧୦ ୧୦୬୮୦୨ ୯୩୮
୩୪ ଉତ୍ତରାଖଣ୍ଡ ୧୦୯୮ ୪୪୦୧୨୫ ୪୪ ୭୭୪୫
୩୫ ଉତ୍ତରପ୍ରଦେଶ ୮୬୪ ୨୧୦୦୮୫୩ ୧୪୨ ୨୩୬୧୬
୩୬ ପଶ୍ଚିମବଙ୍ଗ ୨୧୦୮ ୨୦୮୬୯୧୨ ୧୯୩ ୨୧୪୮୭
ମୋଟ ୪୬୮୪୮ ୪୩୯୫୩୩୭୪ ୫୬୧୮ ୫୨୮୩୦୨ ୧୬

କେରଳର ୧୩ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.