Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୯୪୬ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୯୪୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭ ମୃତ

47

ନୂଆ ଦିଲ୍ଲୀ ୧-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୯୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୬୨,୭୪୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୮,୪୫,୬୮୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯,୮୨୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୩୬,୩୩୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୯୧୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୯୧୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୪%

ଆରୋଗ୍ୟ ହୋଇଛନ୍ତି ୯୮.୬୭%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୨, ୫୨, ୮୩, ୨୫୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୨, ୯୦, ୪୪୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୮, ୬୧, ୪୭, ୬୧୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୨, ୬୬, ୪୭୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୭ ୧୦୪୬୧ ୧୨୯
ଆନ୍ଧ୍ରପ୍ରଦେଶ ୭୦୧ ୨୩୨୧୫୩୮ ୧୦୬ ୧୪୭୩୩
ଅରୁଣାଚଳ ପ୍ରଦେଶ ୭୪ ୬୬୩୨୧ ୧୨ ୨୯୬
ଆସାମ ୨୮୭୨ ୭୩୩୪୮୫ ୧୨୦ ୮୦୩୨
ବିହାର ୮୫୭ ୮୩୫୧୨୯ ୧୨୬ ୧୨୨୯୫
ଚଣ୍ଡିଗଡ଼ ୨୯୨ ୯୭୩୪୫ ୪୧ ୧୧୮୧
ଛତିଶଗଡ ୮୭୫ ୧୧୫୮୭୫୧ ୧୭୭ ୧୪୧୧୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୭୦
ଦିଲ୍ଲୀ ୨୦୧୨ ୧୯୭୧୧୩୬ ୫୮୯ ୨୬୪୬୯
୧୦ ଗୋଆ ୭୫୧ ୨୫୧୪୬୮ ୧୫୯ ୩୯୬୩
୧୧ ଗୁଜୁରାଟ ୧୬୭୩ ୧୨୫୭୫୮୨ ୨୭୫ ୧୧୦୧୧
୧୨ ହରିୟାଣା ୧୫୩୭ ୧୦୩୯୯୦୫ ୪୯୨ ୧୦୬୮୩
୧୩ ହିମାଚଳ ପ୍ରଦେଶ ୮୯୮ ୩୦୫୮୮୪ ୨୧୨ ୪୨୦୧
୧୪ ଜାମ୍ମୁ କାଶ୍ମୀର ୧୦୯୧ ୪୭୧୯୧୧ ୨୪୦ ୪୭୮୨
୧୫ ଝାଡଖଣ୍ଡ ୧୭୨ ୪୩୬୪୭୬ ୪୩ ୫୩୩୦
୧୬ କର୍ଣ୍ଣାଟକ ୬୪୪୫ ୪୦୦୪୮୬୬ ୯୬୭ ୪୦୨୪୩
୧୭ କେରଳ ୯୨୪୮ ୬୬୭୫୮୬୪ ୯୩୨ ୭୦୮୩୧
୧୮ ଲଦାଖ ୫୩ ୨୮୯୩୫ ୨୩୦
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୩୯୮ ୧୦୪୨୩୦୭ ୪୨ ୧୦୭୭୦
୨୧ ମହାରାଷ୍ଟ୍ର ୧୦୬୩୩ ୭୯୪୧୪୫୮ ୧୮୬୪ ୧୪୮୨୪୭
୨୨ ମଣିପୁର ୬୭ ୧୩୭୪୯୫ ୨୧୪୭
୨୩ ମେଘାଳୟ ୮୦ ୯୪୭୪୯ ୧୯ ୧୬୧୮
୨୪ ମିଜୋରାମ ୫୫୧ ୨୩୫୯୦୫ ୧୦୮ ୭୨୨
୨୫ ନାଗାଲାଣ୍ଡ ୧୭ ୩୫୧୨୧ ୭୭୭
୨୬ ଓଡ଼ିଶା ୧୬୬୭ ୧୩୧୬୮୧୪ ୬୪୨ ୯୧୭୬
୨୭ ପୁଡୁଚେରୀ ୩୪୦ ୧୭୦୫୬୬ ୩୩ ୧୯୬୯
୨୮ ପଞ୍ଜାବ ୧୦୫୫ ୭୬୧୫୧୧ ୨୪୮ ୧୭୯୦୦
୨୯ ରାଜସ୍ଥାନ ୨୬୬୧ ୧୨୯୬୫୯୪ ୪୫୬ ୯୬୨୭
୩୦ ସିକ୍କିମ୍ ୧୪୬ ୪୩୦୭୯ ୨୭ ୪୮୯
୩୧ ତାମିଲନାଡୁ ୫୧୨୭ ୩୫୨୫୪୯୫ ୫୨୫ ୩୮୦୩୫
୩୨ ତେଲେଙ୍ଗାନା ୧୫୪୫ ୮୨୮୮୨୨ ୩୩୮ ୪୧୧୧
୩୩ ତ୍ରିପୁରା ୨୯ ୧୦୬୭୬୫ ୧୧ ୯୩୮
୩୪ ଉତ୍ତରାଖଣ୍ଡ ୧୩୬୭ ୪୩୯୧୯୫ ୧୬୫ ୭୭୩୯
୩୫ ଉତ୍ତରପ୍ରଦେଶ ୨୩୯୩ ୨୦୯୬୭୫୪ ୫୩୮ ୨୩୬୦୬
୩୬ ପଶ୍ଚିମବଙ୍ଗ ୨୫୨୫ ୨୦୮୩୦୬୦ ୩୦୫ ୨୧୪୬୫
ମୋଟ ୬୨୭୪୮ ୪୩୮୪୫୬୮୦ ୯୮୨୮ ୫୨୭୯୧୧ ୨୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.