Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୫୮୬ ନୂଆ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୫୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୮ ମୃତ

47

ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୫୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୬,୫୦୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୭,୩୩,୬୨୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯,୬୮୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୩,୫୭,୫୪୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୧୪୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୪୧୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୨%

ଆରୋଗ୍ୟ ହୋଇଛନ୍ତି ୯୮.୫୯%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୦, ୩୧, ୬୫, ୭୦୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୯, ୨୫, ୩୪୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୪ ୧୦୩୯୫ ୧୨୯
ଆନ୍ଧ୍ରପ୍ରଦେଶ ୧୦୦୬ ୨୩୨୦୨୨୭ ୧୦୬ ୧୪୭୩୩
ଅରୁଣାଚଳ ପ୍ରଦେଶ ୧୨୧ ୬୬୧୫୪ ୨୬ ୨୯୬
ଆସାମ ୨୯୬୦ ୭୩୨୬୮୮ ୧୮୨ ୮୦୨୯
ବିହାର ୭୬୨ ୮୩୩୮୫୨ ୭୭ ୧୨୨୯୨
ଚଣ୍ଡିଗଡ଼ ୪୧୦ ୯୬୮୫୯ ୫୫ ୧୧୭୭
ଛତିଶଗଡ ୧୫୮୪ ୧୧୫୬୭୮୯ ୮୪ ୧୪୧୦୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୬୩
ଦିଲ୍ଲୀ ୪୬୪୫ ୧୯୬୩୩୭୬ ୧୧୧୪ ୨୬୪୨୭
୧୦ ଗୋଆ ୧୧୦୬ ୨୫୦୧୦୯ ୫୨ ୩୮୫୭
୧୧ ଗୁଜୁରାଟ ୨୧୨୯ ୧୨୫୪୮୨୧ ୩୨୭ ୧୦୯୯୯
୧୨ ହରିୟାଣା ୩୪୬୨ ୧୦୩୪୨୨୭ ୮୧୦ ୧୦୬୬୭
୧୩ ହିମାଚଳ ପ୍ରଦେଶ ୧୯୦୭ ୩୦୩୪୮୯ ୧୫୦ ୪୧୯୩
୧୪ ଜାମ୍ମୁ କାଶ୍ମୀର ୨୨୯୩ ୪୬୯୧୦୩ ୪୩୫ ୪୭୭୯
୧୫ ଝାଡଖଣ୍ଡ ୩୫୩ ୪୩୬୦୩୦ ୫୧ ୫୩୩୦
୧୬ କର୍ଣ୍ଣାଟକ ୧୦୫୪୧ ୩୯୯୧୩୪୨ ୧୨୨୯ ୪୦୨୧୬
୧୭ କେରଳ ୭୮୬୦ ୬୬୬୬୭୩୧ ୯୦୮ ୭୦୭୧୯
୧୮ ଲଦାଖ ୭୧ ୨୮୮୫୮ ୧୦ ୨୨୯
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୬୦୨ ୧୦୪୧୫୬୪ ୧୧୧ ୧୦୭୬୭
୨୧ ମହାରାଷ୍ଟ୍ର ୧୧୭୨୫ ୭୯୨୫୬୪୫ ୧୦୯୮ ୧୪୮୧୯୬
୨୨ ମଣିପୁର ୧୦୨ ୧୩୭୩୭୩ ୨୧୪୫
୨୩ ମେଘାଳୟ ୩୩୯ ୯୪୩୭୦ ୧୭ ୧୬୧୬
୨୪ ମିଜୋରାମ ୮୦୪ ୨୩୪୭୯୮ ୧୧୪ ୭୧୭
୨୫ ନାଗାଲାଣ୍ଡ ୧୫ ୩୫୦୯୮ ୭୭୭
୨୬ ଓଡ଼ିଶା ୨୪୨୧ ୧୩୧୩୬୭୯ ୯୧୬୪
୨୭ ପୁଡୁଚେରୀ ୨୬୪ ୧୭୦୧୯୧ ୨୯ ୧୯୬୭
୨୮ ପଞ୍ଜାବ ୧୬୪୫୭ ୭୪୭୧୦୧ ୧୭୮୮୩
୨୯ ରାଜସ୍ଥାନ ୩୯୨୪ ୧୨୯୨୦୧୭ ୭୪୧ ୯୬୧୪
୩୦ ସିକ୍କିମ୍ ୨୩୧ ୪୨୬୭୫ ୨୯ ୪୮୪
୩୧ ତାମିଲନାଡୁ ୫୮୪୨ ୩୫୨୦୦୩୮ ୬୯୬ ୩୮୦୩୩
୩୨ ତେଲେଙ୍ଗାନା ୨୭୫୨ ୮୨୫୩୫୬ ୨୬୫ ୪୧୧୧
୩୩ ତ୍ରିପୁରା ୯୯ ୧୦୬୬୪୮ ୯୩୮
୩୪ ଉତ୍ତରାଖଣ୍ଡ ୧୭୪୨ ୪୩୭୮୭୦ ୫୧ ୭୭୩୫
୩୫ ଉତ୍ତରପ୍ରଦେଶ ୪୨୯୬ ୨୦୯୧୩୫୫ ୪୪୧ ୨୩୫୯୫
୩୬ ପଶ୍ଚିମବଙ୍ଗ ୩୬୩୫ ୨୦୭୯୮୭୦ ୪୪୭ ୨୧୪୪୫
ମୋଟ ୯୬୫୦୬ ୪୩୭୩୩୬୨୪ ୯୬୮୦ ୫୨୭୪୧୬ ୪୨

 

କେରଳରେ ୬ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.