Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୫୬ ନୂଆ ଆକ୍ରାନ୍ତ...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮ ମୃତ

37

ନୂଆ ଦିଲ୍ଲୀ ୨୬-୮ (ଓଡ଼ିଆ ପୁଅ) ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୦,୭୦୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୭,୭୦,୯୧୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୩,୫୨୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୩,୮୯,୧୭୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୩୪୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୫୫୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୦%

ଆରୋଗ୍ୟ ହୋଇଛନ୍ତି ୯୮.୬୧%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୧, ୧୩, ୯୪, ୬୩୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୧, ୬୦, ୨୯୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୮, ୪୩, ୩୯, ୦୪୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୨୨, ୩୨୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୮ ୧୦୪୨୩ ୧୦ ୧୨୯
ଆନ୍ଧ୍ରପ୍ରଦେଶ ୯୦୧ ୨୩୨୦୭୫୨ ୧୮୪ ୧୪୭୩୩
ଅରୁଣାଚଳ ପ୍ରଦେଶ ୮୪ ୬୬୨୩୪ ୨୭ ୨୯୬
ଆସାମ ୨୯୭୭ ୭୩୨୯୨୭ ୮୧ ୮୦୩୦
ବିହାର ୮୪୮ ୮୩୪୨୭୧ ୧୪୭ ୧୨୨୯୨
ଚଣ୍ଡିଗଡ଼ ୩୬୭ ୯୭୦୪୩ ୮୦ ୧୧୮୦
ଛତିଶଗଡ ୧୨୯୧ ୧୧୫୭୬୬୯ ୩୪୮ ୧୪୧୦୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୬୫
ଦିଲ୍ଲୀ ୩୬୫୪ ୧୯୬୬୯୫୪ ୧୩୫୪ ୨୬୪୪୬
୧୦ ଗୋଆ ୧୧୧୩ ୨୫୦୫୯୧ ୧୮୦ ୩୮୫୮
୧୧ ଗୁଜୁରାଟ ୧୮୯୪ ୧୨୫୫୯୩୭ ୩୫୨ ୧୧୦୦୧
୧୨ ହରିୟାଣା ୨୭୩୭ ୧୦୩୬୬୪୪ ୬୯୮ ୧୦୬୭୨
୧୩ ହିମାଚଳ ପ୍ରଦେଶ ୧୪୧୩ ୩୦୪୬୬୪ ୩୭୫ ୪୧୯୪
୧୪ ଜାମ୍ମୁ କାଶ୍ମୀର ୨୦୦୧ ୪୭୦୧୫୦ ୩୯୫ ୪୭୮୧
୧୫ ଝାଡଖଣ୍ଡ ୩୦୭ ୪୩୬୨୦୫ ୭୩ ୫୩୩୦
୧୬ କର୍ଣ୍ଣାଟକ ୮୭୦୦ ୩୯୯୭୧୮୧ ୨୩୫୮ ୪୦୨୨୪
୧୭ କେରଳ ୮୨୯୧ ୬୬୬୯୫୦୭ ୧୧୦୧ ୭୦୭୫୯
୧୮ ଲଦାଖ ୬୨ ୨୮୮୯୫ ୧୧ ୨୩୦
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୫୬୧ ୧୦୪୧୮୦୪ ୧୦୮ ୧୦୭୬୯
୨୧ ମହାରାଷ୍ଟ୍ର ୧୨୨୬୯ ୭୯୩୦୭୯୩ ୨୧୯୦ ୧୪୮୨୧୪
୨୨ ମଣିପୁର ୯୦ ୧୩୭୪୧୮ ୨୧୪୬
୨୩ ମେଘାଳୟ ୧୧୧ ୯୪୬୪୬ ୨୪ ୧୬୧୭
୨୪ ମିଜୋରାମ ୬୯୬ ୨୩୫୨୫୭ ୧୦୯ ୭୧୭
୨୫ ନାଗାଲାଣ୍ଡ ୧୮ ୩୫୧୦୬ ୭୭୭
୨୬ ଓଡ଼ିଶା ୨୨୦୧ ୧୩୧୪୭୫୨ ୯୧୬୮
୨୭ ପୁଡୁଚେରୀ ୨୭୫ ୧୭୦୩୨୦ ୮୨ ୧୯୬୮
୨୮ ପଞ୍ଜାବ ୧୭୨୧୦ ୭୪୭୧୦୧ ୧୭୮୯୦
୨୯ ରାଜସ୍ଥାନ ୩୮୦୮ ୧୨୯୩୪୧୬ ୫୪୯ ୯୬୨୦
୩୦ ସିକ୍କିମ୍ ୨୦୭ ୪୨୮୪୧ ୫୭ ୪୮୫
୩୧ ତାମିଲନାଡୁ ୫୪୯୬ ୩୫୨୨୦୩୨ ୬୭୫ ୩୮୦୩୪
୩୨ ତେଲେଙ୍ଗାନା ୨୪୧୬ ୮୨୬୭୦୪ ୪୩୫ ୪୧୧୧
୩୩ ତ୍ରିପୁରା ୫୮ ୧୦୬୭୦୮ ୩୭ ୯୩୮
୩୪ ଉତ୍ତରାଖଣ୍ଡ ୧୭୪୫ ୪୩୮୩୨୪ ୧୪୨ ୭୭୩୬
୩୫ ଉତ୍ତରପ୍ରଦେଶ ୩୬୨୭ ୨୦୯୩୬୧୬ ୯୪୧ ୨୩୬୦୦
୩୬ ପଶ୍ଚିମବଙ୍ଗ ୩୨୩୬ ୨୦୮୧୧୦୦ ୩୯୪ ୨୧୪୫୧
ମୋଟ ୯୦୭୦୭ ୪୩୭୭୦୯୧୩ ୧୩୫୨୮ ୫୨୭୫୫୬ ୩୯

କେରଳରେ ୨୯ ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.