Home ଓଡ଼ିଶା ଦେଖନ୍ତୁ ଏହି ଭିଡ଼ଓ ଆପଣବି ଏହି ଗୀତ ଶୁଣି ଆଶ୍ଟର୍ଯ୍ୟ ହୋଇଯିବେ

ଦେଖନ୍ତୁ ଏହି ଭିଡ଼ଓ ଆପଣବି ଏହି ଗୀତ ଶୁଣି ଆଶ୍ଟର୍ଯ୍ୟ ହୋଇଯିବେ

1056

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଟ୍ୱିଟର ଏବଂ ଫେସବୁକ ଜରିଆରେ ଛୋଟ ଗ୍ରାମ ଏବଂ ସହରର ଲୋକ ମଧ୍ୟ ରାତା-ରାତି ନିଜର ପ୍ରତିଭାରେ ଷ୍ଟାର ବନୁଛନ୍ତି। ଏପରି ହିଁ ଜଣେ ପ୍ରତିଭାବାନ ମହିଳାଙ୍କର ଭିଡ଼ିଓ ପଶ୍ଚିମ ବଙ୍ଗର ରାନାଘାଟ ରେଲୱେ ଷ୍ଟେସନରେ ରେକର୍ଡ କରାଯାଇଛି। ଯାହାଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ହଜାର ପାଖାପାଖି ସେୟାର କରାଯାଇଛି। ୪.୪ ହଜାର କମେଣ୍ଟ କରିଥିବା ବେଳେ ୫୦,୦୦୦ ରୁ ଅଧିକ ଏଥିରେ ଲାଇକ ମିଳିଛି।

ଏହି ଭିଡ଼ିଓ ଏବେ ଭାଇରାଲ୍ ହେଉଛି। ଏଥିରେ ୫୦ ରୁ ୫୫ ବର୍ଷର ମହିଳା ବର୍ଷ ୧୯୭୨ ର ଫିଲ୍ମ ‘ଶୋର’ ର ଗୀତ ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଉଥିବାର ଶୁଣା ଯାଉଛି। ତାଙ୍କର ଆବାଜ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରୁଛି। ଫେସବୁକରେ ତାଙ୍କର ଏହି ଗୀତକୁ ‘ବାରପେଟା ଟାଉନ’ ନାମକ ଏକ ପେଜରେ ପୋଷ୍ଟ କରାଯାଇଛି। ପୋଷ୍ଟ ୨୮ ଜୁଲାଇର ଅଟେ।

ଆଜିପର୍ଯ୍ୟନ୍ତ ଭିଡ଼ିଓ କୁ ଅନଲାଇନରେ ୨.୫ ମିଲିୟନ ଥର ଦେଖା ଗଲାଣି। ମହିଳା ଜଣକ କିଏ, ଏହା ଜଣା ପଡ଼ୁନାହିଁ। କିନ୍ତୁ ମଇଳା କପଡ଼ା ହେବାର କାରଣରୁ ବେସାହାରା ଜଣାପଡ଼ୁଛନ୍ତି।

https://www.facebook.com/krishaanDasZubu/videos/1262366750604317/?v=1262366750604317

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.