Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ କ୍ରୀଡାବିତଙ୍କ ପରଲୋକ

ଦୁର୍ଘଟଣାରେ କ୍ରୀଡାବିତଙ୍କ ପରଲୋକ

110

ଭଦ୍ରକ, ୨ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଯୁବ କ୍ରୀଡାବିତ ଦୀପକ ଦାସଙ୍କର ଗତକାଲି ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଦୀପକ ଗତକାଲି ସଂଧ୍ୟାରେ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ରାଜପଥରେ ଯାଉଥିବା ବେଳେ ଏକ ବାରିକପୁର ନିକଟରେ ହାଇସ୍ୱା ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ଅଣାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଭଦ୍ରକର ଜଣାଶୁଣା ଡାକ୍ତର କମଳାକାନ୍ତ ଦାସଙ୍କର ସେ ସୁପୁତ୍ର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.