Home Coronavirus Outbreak ଦି ଏସେନ୍ସ ଅଫ୍ ଲାଇଫ୍ ପୁସ୍ତକ ଉନ୍ମୋଚିତ

ଦି ଏସେନ୍ସ ଅଫ୍ ଲାଇଫ୍ ପୁସ୍ତକ ଉନ୍ମୋଚିତ

71

ପୁରୀ, ୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କମ୍ ବୟସର ଜଣେ ସୁନାମ ଧନ୍ୟ ଲେଖିକା ନିଷ୍ଠା ଓ ସାଧନା ବଳରେ ଇଂରାଜୀ ପୁସ୍ତକ ମାନ ରଚନା କରିବାରେ ସେ ସିଦ୍ଧହସ୍ତ ତାକୁ ପ୍ରମାଣ କରି ଦେଖାଇପାରିଛନ୍ତି। ତାଙ୍କର ରଚିତ ନୂତନ ପୁସ୍ତକ ଦି ଏସେନ୍ସ ଅଫ ଲାଇଫ ପୁସ୍ତକଟି ଉନ୍ମୋଚିତ ହୋଇଛି। ତାଙ୍କର ଲେଖା ଗୁଡିକ ପାରସ୍ପରିକ ଓ ସଦଭାବନା ପୂର୍ଣ୍ଣ ସମାଜ ଟିଏ ନିର୍ମାଣ କରିବାର ଆଶା ରେ ଲେଖା ଗୁଡିକ ବେଶ୍ ପାଠକଙ୍କ ମନରେ ଆଦୃତ ହୋଇପାରିଛି। ସୁଦୀପ୍ତା ଜଣେ ନିପୁଣା ନୃତ୍ୟ ଶିଳ୍ପୀ ଓ ସାହତ୍ୟନୁରାଗୀ। ତାଙ୍କର ପ୍ରଥମ ପୁସ୍ତକ ସୁପ୍ରବ୍ ଏକ୍ସପ୍ରେସ ଉନ୍ମୋଚିତ ହୋଇସାରିଛି। ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକା ମଞ୍ଜୁଶ୍ରୀ ମିଶ୍ରଙ୍କ ସେ କନ୍ୟା ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.