Home ଓଡ଼ିଶା ମୁଣ୍ଡିଆ ମରା ଛକରୁ ଆଉ ଦେଖାଯାଉନି ନୀଳଚକ୍ର

ମୁଣ୍ଡିଆ ମରା ଛକରୁ ଆଉ ଦେଖାଯାଉନି ନୀଳଚକ୍ର

270

ପୁରୀ, ୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରକୁ ଯେଉଁ ବହିରାଗତ ଯାତ୍ରୀ ଆସିଥାନ୍ତି ସେମାନେ ଗୁଣ୍ଡିଚା ଘର ନିକଟରେ ପହଂଚିବା ପରେ ନିକଟରେ ଥିବା ମୁଣ୍ଡିଆ ମରା ଛକରେ ଛିଡା ହୋଇ ନୀଳଚକ୍ର କୁ ଦର୍ଶନ କରିଥାନ୍ତି। କିନ୍ତୁ ଆଜି ବହୁତାଲା ବିଶିଷ୍ଟ ଘର ନିର୍ମାଣ ଓ ଛାତ ଉପରେ ବିଭିନ୍ନ ପ୍ରକାର ହୋଡିଙ୍ଗ ଲଗାଯାଉଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ ଆଉ ନୀଳଚକ୍ର କୁ ଦର୍ଶନ କାରି ପାରୁନଥିବା ଦେଖାଯାଏ। ଶ୍ରଦ୍ଧାଳୁ ଭକ୍ତମାନେ କିପରି ନୀଳଚକ୍ର କୁ ଦର୍ଶନ କରିପାରିବେ ସେ ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପକ୍ଷରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.