Home ଓଡ଼ିଶା ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପର ଝଟକା ଓଡ଼ିଶାଜାତୀୟ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପର ଝଟକା By Bureau - December 20, 2019 750 Total0 0 0 0 0ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ଦିଲ୍ଲୀ ସମେତ ଏନସିଆରରେ ଶୁକ୍ରବାରଦିନ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ମପାଯାଇଥିଲା। ହିନ୍ଦୁକୁଶ କ୍ଷେତ୍ରରେ ଆସିଥିବା ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ଥାନରେ ଥିଲା। ସୁରକ୍ଷା ପାଇଁ ଲୋକମାନେ ଘରୁ ବାହରକୁ ବାହାରିଥିଲେ। Tweet Total0 0 0 0 0