Home ଓଡ଼ିଶା ଦଳ ବିରୋଧି କାର୍ଯ୍ୟ ନିମନ୍ତେ କଂଗ୍ରେସ ନେତା ବହିଷ୍କୃତ

ଦଳ ବିରୋଧି କାର୍ଯ୍ୟ ନିମନ୍ତେ କଂଗ୍ରେସ ନେତା ବହିଷ୍କୃତ

534

ଭୁବନେଶ୍ୱର ୨୦.୪ (ଓଡ଼ିଆ ପୁଅ) – ଦଳ ବିରୋଧି କାର୍ଯ୍ୟ ପାଇଁ ନୟାଗଡ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକର ୨୪ ନମ୍ବର ଜୋନ୍ କଂଗ୍ରେସ ସଭାପତି ବିପିନ୍ ବିହାରୀ ନାୟକ, ୨୨ ନମ୍ବର ଜୋନ୍ ସଭାପତି ରଜନୀକାନ୍ତ ବଳିୟାରସିଂ ଏବଂ ଓଡଗାଁ ବ୍ଲକ ୩ ନମ୍ବର ଜୋନ୍ ସଭାପତି ବିମଳ କୁମାର ଦାଶଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳରୁ ବହିଷ୍କୃତ କରିଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରଦେଶ କଂଗ୍ରେସ ଉପସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.