Home ଓଡ଼ିଶା ଦଣ୍ଡକାରଣ୍ୟ ମଇଦାନରେ ଗଜଲକ୍ଷମୀ ପୂଜା ନିମନ୍ତେ ଶୁଭ ଖୁଟିଂ ସ୍ଥାପନ

ଦଣ୍ଡକାରଣ୍ୟ ମଇଦାନରେ ଗଜଲକ୍ଷମୀ ପୂଜା ନିମନ୍ତେ ଶୁଭ ଖୁଟିଂ ସ୍ଥାପନ

69

ମାଲକାନଗିରି,୧୮ା୧୦ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଦଣ୍ଡକାରଣ୍ୟ ଗଜଲକ୍ଷମୀ ପୂଜା କମିଟି ପକ୍ଷରୁ ମା ଗଜଲ କ୍ଷ୍‌ମୀ ପୂଜା ନିମନ୍ତେ ଶୁଭଖୁଟିଂ ସ୍ଥାପନରାଯାଇଛି । ଡିଏନକେ ପଡିଆ ପୂଜା ମଣ୍ଡପ ନିକଟରେ ପୂଜକ ପଣ୍ଡିତ ରତ୍ନାକର ପାଢୀ ପୂଜା କାର୍ଯ୍ୟ ସମ୍ପାଦନ କରିସାରିବା ପରେ ମା ଗଜଲକ୍ଷମ୍ମୀ ଙ୍କ ଶୁଭ ଖୁଟିଂ ପୂଜା ମଣ୍ଡପ ନିକଟରେ ସ୍ଥାପନ କରାଯାଇଥିଲା । ପୂଜା କମିଟିର ଦାମଦର ହନ୍ତାଳ ସଙ୍କଳ୍ପ କରିଥିଲେ ।ଏହି ଅବସରେ ଶିବଶଙ୍କର ମାଝୀ,ରବି ରାଜେଶ,ଶ୍ରୀଧର ସାହୁ,ସୁଶାନ୍ତ କୁମାର ବେହେରା,ବସନ୍ତ ନାୟକ,ସପନ କୁମାର ହୋତା,କୈଳାଶ ଦୁର୍ଗା,ଏ ମାର୍କା,ବିଶ୍ୱଜିତ ମଜୁମଦାର,ଏମ. ବାଲା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି କୋଭିଡ ନିୟମ ମାନି ପୂଜା କରିବା ପାଇଁ ନିସ୍ପତି ନେଇଥିଲେ । ପୂଜା ପରିଚାଳନା,ନୀତି କାନ୍ତି,ପୂଜା ମଣ୍ଡପ ସାଜସଜା ନେଇ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.