Home Top News ତାସ୍‌ ପରି କୋଠା ଭୁଷୁଡ଼ିଲା, ଦେଖନ୍ତୁ ଭିଡ଼ିଓ

ତାସ୍‌ ପରି କୋଠା ଭୁଷୁଡ଼ିଲା, ଦେଖନ୍ତୁ ଭିଡ଼ିଓ

146

ନୂଆ ଦିଲ୍ଲୀ ୮-୩ (ଓଡ଼ିଆ ପୁଅ) ଦିଲ୍ଲୀର ଭଜନପୁରାସ୍ଥିତ ବିଜୟ ପାର୍କ ଅଞ୍ଚଳରେ କୋଠା ଭୁଶୁଡି ପଡିଛି। ଘଟଣାର ସୂଚନା ପାଇ ଦିଲ୍ଲୀ ଦମକଳ ବିଭାଗ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ହତାହତ ହେବାର ଖବର ମିଳିନାହିଁ। ସୂଚନାଯୋଗ୍ୟଯେ, ଉତ୍ତରପୂର୍ବ ଦିଲ୍ଲୀର ଏହି ଅଞ୍ଚଳରେ ଏକ କୋଠା ହଠାତ ତେଢା ହୋଇ ରହିଥିବା ବେଳେ ଭୁଷୁଡ଼ି ପଡ଼ିବାର ଦେଖାଯାଉଛି। କିଛି ସ୍ଥାନୀୟ ଲୋକ ଏହାର ଭିଡ଼ିଓ ଉତ୍ତୋଳନ କରି ସୋସିଆଳ ମିଡ଼ିଆରେ ସେୟାର କରିଛନ୍ତି। ଭିଡ଼ିଓରୁ ଜଣାପଡ଼ୁଛିଯେ, ଏହି ସ୍ଥାନରେ ଘର ଭୁଷୁଡ଼ିବାର ଆଶଂକା କାରଣରୁ ପ୍ରାୟତଃ ବିଶେଷ ଲୋକ ସେଠାରେ ବିପଦ ଆଶଙ୍କାରୁ ସେଠାରେ ନଥିଲେ କିନ୍ତୁ ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.