Home ଓଡ଼ିଶା ଟିଟୋର ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଟିଟୋର ସହଯୋଗୀଙ୍କୁ ଗିରଫ କଲା ପୋଲିସ

238

ଭୁବନେଶ୍ଵର,୦୫/୧୦,(ଓଡ଼ିଆ ପୁଅ ପି ନାଏକ): ଗିରଫ ହେଲା ଟିଟୋର ସହଯୋଗୀ ସେକ ଜାବେଦ ଓରଫ ଡାଙ୍ଗୁ । କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାକୁ ଗିରଫ କରିଛି । ତେବେ ସେକ୍ ଜାବିଦର ଘର କେନ୍ଦ୍ରାପଡ଼ା ହୋଇଥିବା ବେଳେ ସେ ଠିକାଦାର ଶିବ ପ୍ରସାଦ ପରିଡ଼ା ଅପହରଣ ମାମଲାର ମୁଖ୍ୟ କାର୍ପଟଦାର ଥିଲା । ବଟି ନଦେବାରୁ ଶିବ ପ୍ରସାଦଙ୍କୁ ଉଠାଇ ନେଇ ଟିଟୋ ଖଟିରେ ପିଟିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.