Home ଓଡ଼ିଶା ଜେଏସପିଏଲ ରେ ୭୨ ତମ ଗଣତନ୍ତ୍ର ଦିବସ ପାଳିତ

ଜେଏସପିଏଲ ରେ ୭୨ ତମ ଗଣତନ୍ତ୍ର ଦିବସ ପାଳିତ

33

ଯୋଡା, ୨୭/୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ବଡ଼ବିଲ ଠାରେ ଥିବା ପେଲେଟ ପ୍ଲାଣ୍ଟ ରେ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି ଓ ଏହି କାର‌୍ୟ୍ୟକ୍ରମରେ ପ୍ଲାଣ୍ଟ ର ମୁଖ୍ୟ ଶ୍ରୀ ବ୍ରିଜ ବଦହଦରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ଓ କୋଭିଡ ମହାମାରୀ ର ସମସ୍ତ ପ୍ରତିଷେଧ ମୂଳକ ନିୟମ ପାଳନ କରି ଆୟୋଜିତ ହୋଇଥିବା ଏହି ଉତ୍ସବରେ ପ୍ଲାଣ୍ଟ ର ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କ ସହ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ ଓ ଏହି ସମାରୋହରେ ପ୍ଲାଣ୍ଟ ମୁଖ୍ୟ, ଜେଏସପିଏଲ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଙ୍କ ବାର୍ତ୍ତା ପଢି ଶୁଣାଇଥିଲେ ଓ ଶ୍ରୀ ଜିନ୍ଦଲ ତାଙ୍କ ବାର୍ତା ରେ ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ର ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କ ମନରେ ତ୍ରିରଙ୍ଗା ପ୍ରତି ଯେପରି ସର୍ବଦା ଶ୍ରଦ୍ଧା ଓ ସମ୍ମାନ ର ଭାବନା ଲାଗି ରହିବ ସେଥିପାଇଁ ଆମେ ଜାତୀୟ ପତାକା ସପ୍ତାହ ପାଳନ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ ଓ ଏଥିସହ ବିଶ୍ୱ ର ସବୁଠାରୁ ବଡ ଗଣତନ୍ତ୍ର ଭାରତ ବର୍ଷର ରାଷ୍ଟ୍ର ଧ୍ବଜା କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ଦିନ ପାଳିତ ହେବଓ  ଆବଶ୍ୟକ ବୋଲି କହିଥିଲେ ଓ ଶ୍ରୀ ଜିନ୍ଦଲ, କଠିନ ପରିଶ୍ରମ ଏବଂ ଦୃଢ ସଂକଳ୍ପ ଦ୍ୱାରା କିପରି ଏକ ଆତ୍ମନିର୍ଭର ଭାରତ ଗଠନ କରିପାରିବଓ, ତାହା ତାଙ୍କ ବାର୍ତା ମାଧ୍ୟମରେ ଜଣାଇଥିଲେ ଓ ଗତ ଅକ୍ଟୋବର ମାସରେ ପ୍ଲାଣ୍ଟରେ ଏଯାବତ ସର୍ବାଧିକ ପେଲେଟ ଉତ୍ପାଦିତ ହୋଇଥିବାରୁ ସେ ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଶ୍ରୀ ବଦହଦରା ତାଙ୍କ ଉଦବୋଧନରେ କହିଲେ, “ସ୍ୱତନ୍ତ୍ର ଭାରତ ର ପ୍ରଗତି କୁ ଆହୁରି ଆଗକୁ ବଢାଇବା ପାଇଁ ଆମକୁ ଅଦମ୍ୟ ପରିଶ୍ରମ କରିବାକୁ ପଡିବ ଓ ଉତ୍ସାହ, ସାହସ ଏବଂ ନିଷ୍ଠା ଦ୍ଵାରା ହିଁ ଆମେ ଭାରତକୁ ଏକ ଆତ୍ମନିର୍ଭରଶିଳ ରାଷ୍ଟ୍ର ରେ ପରିଣତ କରି ପାରିବା ଓ ଏଥିପାଇଁ ଆମକୁ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଯାଇ ଦୃଢ ଶଂକଳ୍ପ ନେବାକୁ ପଡିବ ଓ “ଏହି ଉତ୍ସବରେ କମ୍ପାନୀର ବିଭିନ୍ନ ବିଭାଗରେ କାର‌୍ୟ୍ୟରତ ଥିବା ୮୦ ଜଣ କର୍ମଚାରୀଙ୍କୁ କାର‌୍ୟ୍ୟଦକ୍ଷତା ଓ ସେବା ପାଇଁ ସମ୍ମାନିତ କରାଯାଇଥିଲା ଓ  ଜେଏସପିଏଲ ର ଭୁବନେଶ୍ଵର କାର‌୍ୟ୍ୟାଳୟରେ ଗ୍ରୁପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା ପତାକା ଉତ୍ତୋଳନ କରି ଶ୍ରୀ ନବୀନ ଜିନ୍ଦଲ ଙ୍କ ବାର୍ତ୍ତା ପାଠ କରିଥିଲେ ଓ ଜେଏସପିଏଲ ରେ ୭୨ ତମ ଗଣତନ୍ତ୍ର ଦିବସ ପାଳିତ
ବଡ଼ବିଲ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ବଡ଼ବିଲ ଠାରେ ଥିବା ପେଲେଟ ପ୍ଲାଣ୍ଟ ରେ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି ଓ ଏହି କାର‌୍ୟ୍ୟକ୍ରମରେ ପ୍ଲାଣ୍ଟ ର ମୁଖ୍ୟ ଶ୍ରୀ ବ୍ରିଜ ବଦହଦରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ଓ କୋଭିଡ ମହାମାରୀ ର ସମସ୍ତ ପ୍ରତିଷେଧ ମୂଳକ ନିୟମ ପାଳନ କରି ଆୟୋଜିତ ହୋଇଥିବା ଏହି ଉତ୍ସବରେ ପ୍ଲାଣ୍ଟ ର ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କ ସହ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ ଓ  ଏହି ସମାରୋହରେ ପ୍ଲାଣ୍ଟ ମୁଖ୍ୟ, ଜେଏସପିଏଲ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଙ୍କ ବାର୍ତ୍ତା ପଢି ଶୁଣାଇଥିଲେ ଓ ଶ୍ରୀ ଜିନ୍ଦଲ ତାଙ୍କ ବାର୍ତା ରେ ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ର ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କ ମନରେ ତ୍ରିରଙ୍ଗା ପ୍ରତି ଯେପରି ସର୍ବଦା ଶ୍ରଦ୍ଧା ଓ ସମ୍ମାନ ର ଭାବନା ଲାଗି ରହିବ ସେଥିପାଇଁ ଆମେ ଜାତୀୟ ପତାକା ସପ୍ତାହ ପାଳନ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ ଓ ଏଥିସହ ବିଶ୍ୱ ର ସବୁଠାରୁ ବଡ ଗଣତନ୍ତ୍ର ଭାରତ ବର୍ଷର ରାଷ୍ଟ୍ର ଧ୍ବଜା କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ଦିନ ପାଳିତ ହେବଓ  ଆବଶ୍ୟକ ବୋଲି କହିଥିଲେ ଓ ଶ୍ରୀ ଜିନ୍ଦଲ, କଠିନ ପରିଶ୍ରମ ଏବଂ ଦୃଢ ସଂକଳ୍ପ ଦ୍ୱାରା କିପରି ଏକ ଆତ୍ମନିର୍ଭର ଭାରତ ଗଠନ କରିପାରିବଓ, ତାହା ତାଙ୍କ ବାର୍ତା ମାଧ୍ୟମରେ ଜଣାଇଥିଲେ ଓ ଗତ ଅକ୍ଟୋବର ମାସରେ ପ୍ଲାଣ୍ଟରେ ଏଯାବତ ସର୍ବାଧିକ ପେଲେଟ ଉତ୍ପାଦିତ ହୋଇଥିବାରୁ ସେ ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଶ୍ରୀ ବଦହଦରା ତାଙ୍କ ଉଦବୋଧନରେ କହିଲେ, “ସ୍ୱତନ୍ତ୍ର ଭାରତ ର ପ୍ରଗତି କୁ ଆହୁରି ଆଗକୁ ବଢାଇବା ପାଇଁ ଆମକୁ ଅଦମ୍ୟ ପରିଶ୍ରମ କରିବାକୁ ପଡିବ ଓ ଉତ୍ସାହ, ସାହସ ଏବଂ ନିଷ୍ଠା ଦ୍ଵାରା ହିଁ ଆମେ ଭାରତକୁ ଏକ ଆତ୍ମନିର୍ଭରଶିଳ ରାଷ୍ଟ୍ର ରେ ପରିଣତ କରି ପାରିବା ଓ ଏଥିପାଇଁ ଆମକୁ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଯାଇ ଦୃଢ ଶଂକଳ୍ପ ନେବାକୁ ପଡିବ ଓ “ଏହି ଉତ୍ସବରେ କମ୍ପାନୀର ବିଭିନ୍ନ ବିଭାଗରେ କାର‌୍ୟ୍ୟରତ ଥିବା ୮୦ ଜଣ କର୍ମଚାରୀଙ୍କୁ କାର‌୍ୟ୍ୟଦକ୍ଷତା ଓ ସେବା ପାଇଁ ସମ୍ମାନିତ କରାଯାଇଥିଲା ଓ  ଜେଏସପିଏଲ ର ଭୁବନେଶ୍ଵର କାର‌୍ୟ୍ୟାଳୟରେ ଗ୍ରୁପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା ପତାକା ଉତ୍ତୋଳନ କରି ଶ୍ରୀ ନବୀନ ଜିନ୍ଦଲ ଙ୍କ ବାର୍ତ୍ତା ପାଠ କରିଥିଲେ ଓ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.