Home Coronavirus Outbreak ଜିଲ୍ଲାରେ ୬ କରୋନା ପଜିଟିଭ କେଶ ବାହାରିଲା

ଜିଲ୍ଲାରେ ୬ କରୋନା ପଜିଟିଭ କେଶ ବାହାରିଲା

248

କେନ୍ଦ୍ରାପଡ଼ା ୨୪/୫ (ଓଡ଼ିଆ ପୁଅ) – କେନ୍ଦ୍ରାପଡା ଜିଲ୍ଲାରେ ଆଜି ନୂତନ ଭାବେ ୬ଟି କରୋନା ପଜିଟିଭ କେଶ ବାହାରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩ଜଣ ଡେରାବିଶି ବ୍ଲକ ଅଚଂଳର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ଗୋଟିଏ କେନ୍ଦ୍ରାପଡା ବ୍ଲକ ଗୋଟିଏ ରାଜନଗର ଓ ଗୋଟିଏ ରାଜକନିକା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହି ପ୍ରବାସୀମାନେ ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ତାମିଲନାଡୁରୁ ଫେରିଥିଲେ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି। ଏହା ପୂର୍ବରୁ ଜିଲ୍ଲାରେ ୪୦ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଆଜିକୁ ମିଶାଇ ୪୬ଟି ପଜିଟିଭ କେଶ ହେଲା।

/ଚିତ୍ତରଞ୍ଜନ ଦାସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.