Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ମୂଖ୍ୟ ମେଡିକାଲ ପରିଦର୍ଶନ

ଜିଲ୍ଲାପାଳଙ୍କ ମୂଖ୍ୟ ମେଡିକାଲ ପରିଦର୍ଶନ

152

ଭୁୁବନେଶ୍ୱର/ଯାଜପୁର୧୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ସଦର ମେଡିକାଲରେ ଆରୋଗ୍ୟ ହେବାକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀ ଓ ସଂର୍ପକୀୟ ମାନଙ୍କୁ ମେଡିକାଲରେ ଉପଯୁକ୍ତ ସେବା ମିଳୁଛିକି ନାହିଁ  ଜିଲ୍ଲାପାଳ ରଞନ କୁମାର ଦାସ ମେଡିକାଲକୁ ଅଚାନକ ଗ୍ରସ୍ତ କରି ତଦାରଖ କରିବା ଦେଖିବାକୁ ମିଳିଛି । ଜିଲ୍ଲାପଳ ମେଡିକାଲ ଗ୍ରସ୍ତ ସମୟରେ ସମସ୍ତ ବିଭାଗକୁ ଯାଇ ରୋଗୀ ଓ ସେମାନଙ୍କ ସଂର୍ପକୀୟ ମାନଙ୍କ ଠାରୁ ସାକ୍ଷାତ କରି ଭଲମନ୍ଦ ପଚାରି ବୁଝିବା ସହ ମେଡିକାଲର କାର୍ଯ୍ୟରତ ଥିବା ଡାକ୍ତର ଓ କର୍ମଚାରୀଙ୍କ ଉପରେ ବିରକ୍ତ ହେବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.