Home ଓଡ଼ିଶା ଜାମ୍ମୁ କାଶ୍ମୀରରେ ୪ ଆତଙ୍କୀ ନିପାତ୍‌

ଜାମ୍ମୁ କାଶ୍ମୀରରେ ୪ ଆତଙ୍କୀ ନିପାତ୍‌

29
File Photo

ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ୟୁନିଅନ୍ ଟେରିଟୋରୀରେ ସୁରକ୍ଷା ବାହିନୀର ମିଳିତ ଦଳ ଦ୍ୱାରା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହି ଆତଙ୍କବାଦୀମାନେ କୁପୱାରା ଜିଲ୍ଲାର ଲୋଲାବ ଅଞ୍ଚଳରେ ଏବଂ କୁଲଗାମ ଜିଲ୍ଲାର ଡିଏଚ୍ ପୋରା ଅଞ୍ଚଳରେ ପୃଥକ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସେଥିମଧ୍ୟରୁ ଗୋଟିଏ ଲଶ୍କର-ଇ-ତୋଇବା ଗୋଷ୍ଠୀର ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.