Home Top News ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଆକ୍ରମଣ: ଗୁଳି ଲାଗି ଆହତ, ହସ୍ପିଟାଲରେ ଭର୍ତ୍ତି

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଆକ୍ରମଣ: ଗୁଳି ଲାଗି ଆହତ, ହସ୍ପିଟାଲରେ ଭର୍ତ୍ତି

26

ନୂଆ ଦିଲ୍ଲୀ ୮-୭ (ଓଡ଼ିଆ ପୁଅ) ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନାରା ସହରରେ ଗୁଳି କରାଯାଇଛି।

ଜାପାନର ନାରା ସହରରେ ସିଞ୍ଜୋଙ୍କୁ ଗୁଳିମାଡ଼ ଗୁଳିମାଡ଼ ହୋଇଥିବା ଖବର ମିଳିଛି। ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ସୂଚନାଯୋଗ୍ୟଯେ, ୨୦୦୬-୦୭ ଓ ୨୦୧୨-୨୦ ଯାଏ ସିଞ୍ଜୋ ଆବେ ଜାପାନର ପ୍ରଧାନମନ୍ତ୍ରୀ ଥିଲେ।

ଯେତେବେଳେ ସେ ନାରା ସହରରେ ଭାଷଣ ଦେଉଥିଲେ ସେତେବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ନିକଟରେ ଥିବା ସ୍ଥାନୀୟ ସାମ୍ବାଦିକଙ୍କ ଦ୍ୱାରା ଦିଆଯାଇଥିବା ତଥା ବିଭିନ୍ନ ଖବର ସୂତ୍ରରୁ ଜଣାପଡ଼ିଛିଯେ, ବନ୍ଧୁକ ଆକ୍ରମଣ ପରି ଶବ୍ଦ ଶୁଣାଗଲା ଏବଂ ଆବେଙ୍କ ରକ୍ତସ୍ରାବ ଦେଖିବାକୁ ମିଳିଥିଲା। ଆବେଙ୍କ ଛାତିରେ ଗୁଳି ବାଜିଥିବା ବେଳେ କେତେକ ରିପୋର୍ଟରେ ପ୍ରକାଶିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.