Home Top News ଭୟଙ୍କର ସଡ଼କ ଦୁର୍ଘଟଣା : ନଈକୁ ଖସିପଡ଼ିଲା ଗାଡ଼ି, ୯ ଜଣଙ୍କର ମୃତ୍ୟୁ

ଭୟଙ୍କର ସଡ଼କ ଦୁର୍ଘଟଣା : ନଈକୁ ଖସିପଡ଼ିଲା ଗାଡ଼ି, ୯ ଜଣଙ୍କର ମୃତ୍ୟୁ

59

ନୂବଆ ଦିଲ୍ଲୀ ୮-୭ (ଓଡ଼ିଆ ପୁଅ) ଗୁରୁବାର ଦିନ ଉତ୍ତରାଖଣ୍ଡର ରାମନଗରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। କାରଟି ନଦୀକୁ ଖସିପଡ଼ିଛି। ଏଥିରେ ୧୦ ଜଣ ଲୋକ ଥିଲେ ବୋଲି କୁହାଯାଉଛି। ନଦୀକୁ ଖସିପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି।

https://twitter.com/singhpuru2202/status/1545238616234139648

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.