Home ଜିଲ୍ଲା ପରିକ୍ରମା  ଜନତା କର୍ଫ୍ୟୁ ଯୋଗୁ ରାସ୍ତାକଡ ଲୋକଙ୍କୁ ଖାଦ୍ୟ ଯୋଗାଇଦେଲା  ବିପଦରେ ସାଥି

 ଜନତା କର୍ଫ୍ୟୁ ଯୋଗୁ ରାସ୍ତାକଡ ଲୋକଙ୍କୁ ଖାଦ୍ୟ ଯୋଗାଇଦେଲା  ବିପଦରେ ସାଥି

1161

ଯାଜପୁର୨୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜନତା କର୍ଫ୍ୟୁ ଯୋଗୁ ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ଗୁଡିକ ଖୋଲା ରହିବାକୁ ସରକାରୀ ଘୋଷଣା ସତ୍ୱେ ମଧ୍ୟ ଅନେକାଂଶରେ ତାହା ମଧ୍ୟ ବନ୍ଦ ରହିଛି । ଦେକାନ ବଜାର ବନ୍ଦ ଫଳରେ ରାସ୍ତା କଡରେ ଜିବନ ବିତାଉଥିବା ମାନସିକ ବିକାର ଲୋକ ମାନେ ଉପାସରେ ଥିବା ବେଳେ ଆମେ ବିପଦରେ ସାଥି ପକ୍ଷରୁ ଆଜି ସେମାନଙ୍କୁ ଖାଦ୍ୟ ଯୋଗାଯାଇଛି । ଅନୁଷ୍ଠାନର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି । ଅଶୋକ ବେହେରା, ସୁଧାଶଙ୍କର ବିଶ୍ୱାଳ, ରବିନ୍ଦ୍ର ବେହେରା, ରାକେଶ ପଣ୍ଡା, ସୁଶାନ୍ତ ସେନାପତି, ଶ୍ୟାମସୁନ୍ଦର ଦାସ, ଶ୍ରୀନିବାସ ସାହୁ, କପିଳେନ୍ଦ୍ର ସହୁ, ତପନ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.