Home କେନ୍ଦୁଝର ନଇରେ ବୁଡି ବାଳକ ମୃତ

ନଇରେ ବୁଡି ବାଳକ ମୃତ

118

ହାଟଡ଼ିହି, ୩୦/୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ତରଭା ବୈତରଣୀ ନଦୀ ଘାଟରେ ବୁଡିଯାଇ ଜଣେ ବାଳକ ମୃତ୍ୟୁବରଣ କରିଛି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନରେ ଗ୍ରାମର ପ୍ରଦୀପ କୁମାର ସାହୁଙ୍କ ୧୩ବର୍ଷର ପୁଅ ଶୁଭେନ୍ଦୁ ସାହୁ ନଦୀ ଆଡକୁ କୌଣସି କାମରେ ଯାଇଥିବାବେଳେ ନଦୀରେ ବୁଡି ଯାଇଥିଲା । ଅନେକ ଖୋଜାଖୋଜି କରିବାପରେ ତାକୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.