Home କେନ୍ଦୁଝର ଚୋରୀ ଉଦ୍ୟମ ବେଳେ ଗୃହକର୍ତ୍ତା ଆହତ, ମହିଳାଙ୍କ ବେକରୁ ଛିଣ୍ଡାଇ ନେଲେ ସୁନାଚେନ

ଚୋରୀ ଉଦ୍ୟମ ବେଳେ ଗୃହକର୍ତ୍ତା ଆହତ, ମହିଳାଙ୍କ ବେକରୁ ଛିଣ୍ଡାଇ ନେଲେ ସୁନାଚେନ

53

ହାଟଡ଼ିହି,୫ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ପଞ୍ଚାୟତ ମୁଣ୍ଡକାଟି ଗ୍ରାମରେ ଗତକାଲି ରାତିରେ ଏକ ଚୋରୀ ଉଦ୍ୟମ ହୋଇଥିଲା । ରଞ୍ଜନ କୁମାର ଖୁଣ୍ଟିଆ ବାହାରକୁ ପରିଶ୍ରା କରିବାକୁ ଉଠିଥିବାବେଳେ କିଛି ଦୁର୍ବତ ତାଙ୍କ ମୁଣ୍ଡକୁ ପିଟି ଫଟାଇ ଦେଇଥିଲେ । ତାଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ବାହାରି ଆସିବାରୁ ତାଙ୍କ ବେକରୁ ସୁନାଚେନଟି ଛିଣ୍ଡାଇ ନେଇ ଦୁର୍ବୁତମାନେ ପଳାଇଥିଲେ । ଏନେଇ ରଞ୍ଜନ ଆଜି ସୋସୋ ଥାନାରେ ଅଭିଯୋଗ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.