Home ଜିଲ୍ଲା ପରିକ୍ରମା ଚୋରା ବାଲି ପରିବହନକାରୀ ଟ୍ରାକ୍ଟର ଓ ଟିପର ଜବତ

ଚୋରା ବାଲି ପରିବହନକାରୀ ଟ୍ରାକ୍ଟର ଓ ଟିପର ଜବତ

52

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ପୁଲିସ ଗତ ଶୁକ୍ରବାର ଦୁଇଟି ବାଲି ବୋଝେଇ ଯାନ ଜବତ କରିବା ସହ ଦୁଇଟି ଭିନ୍ନ ଭିନ୍ନ ମାମଲା ଋଜୁ କରିଛି । ଥାନା ଅଞ୍ଚଳର କଣ୍ଟି ନିକଟରୁ ଚୋରା ବାଲିବୋଝେଇ ଟ୍ରାକ୍ଟର ଜବତ କରାଯାଇ ୧୩୩/୨୧ନଂ ମାମଲା ଋଜୁ କରାଯାଇଛି । ଶନିବାର ଟ୍ରାକ୍ଟର ଚାଳକ ବବୃବାହନ ବେହେରାକୁ କୋର୍ଟ ଚାଲାଣ କରାଯାଇଛି । ସେହିପରି ଶୁକ୍ରବାର ଡାଟଡିହ ଛକ ନିକଟରୁ ଚୋରା ବାଲିବୋଝେଇ ଟିପର ଜବତ କରାଯାଇଛି । ଏଥିନେଇ ୧୩୭/୨୧ନଂ ମାମଲା ଋଜୁ କରାଯାଇଛି । ଚାଳକ ମହେଶ୍ୱର ପଣ୍ଡାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.