Home ଜିଲ୍ଲା ପରିକ୍ରମା ଚାନ୍ଦବାଲିର ବୀର ଯବାନ ସ୍ୱର୍ଗତ ଦୈତାରୀ ପାତ୍ରଙ୍କ ୧୧ ତମ ଶ୍ରାଦ୍ଧୋତ୍ସବ ପାଳିତ

ଚାନ୍ଦବାଲିର ବୀର ଯବାନ ସ୍ୱର୍ଗତ ଦୈତାରୀ ପାତ୍ରଙ୍କ ୧୧ ତମ ଶ୍ରାଦ୍ଧୋତ୍ସବ ପାଳିତ

73

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲିର ଅବସରପ୍ରାପ୍ତ ସୈନିକ ସଂଘ ନେତୃତରେ ସ୍ୱର୍ଗତ ବୀର ଯବାନ ଦୈତାରୀ ପାତ୍ରଙ୍କ ୧୧ ତମ ଶ୍ରାଦ୍ଧୋତ୍ସବ ସ୍ୱର୍ଗତ ପାତ୍ରଙ୍କ ବାସଭବନରେ ପରିସରରରେ ପାଳିତ ହୋଇଯାଇଛି । ଏହି ଶ୍ରାଦ୍ଧୋତ୍ସବ ମୁଖ୍ୟ ଅତିଥିଭାବେ ସଂଘର ସଭାପତି ଗଙ୍ଗାଧର ସାହୁ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ପ୍ରତିମୃର୍ତିୀରେ ମାଲ୍ୟପ୍ରଣ କରିବା ପରେ ଶ୍ରୀ ପାତ୍ରଙ୍କ ଅମରଆତ୍ମା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଶ୍ରାଦ୍ଧୋତ୍ସବରେ ଚାନ୍ଦବାଲିର ବହୁ ବ୍ୟକ୍ତିତ୍ୱ ଓ ଅବସରପ୍ରାପ୍ତ ସୈନିକ ମାନେ ଯୋଗ ଦେଇ ଅମର ଆତ୍ମାର ଗୁଣଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.