Home ଅପରାଧ ଘର ଭିତରୁ ମା ଝିଅ ଓ ବାପାର ମୃତ ଦେହ ଉଦ୍ଧାର

ଘର ଭିତରୁ ମା ଝିଅ ଓ ବାପାର ମୃତ ଦେହ ଉଦ୍ଧାର

473

ଗଞ୍ଜାମ୨୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପାଲିଆ ଛତ୍ରପୁର ମଝିସାହିର ବୃନ୍ଦାବନ ବେହେରାଙ୍କ ଘର ଭିତରୁ ୩ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଅତ୍ମହତ୍ୟା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

 

 

 

ବୃନ୍ଦାବନଙ୍କ ସ୍ତ୍ରୀ ଉର୍ମିଳା ବେହେରା ଓ ଝିଅ ସୁନୀତାଙ୍କ ମୃତ ଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବୃନ୍ଦାବନଙ୍କ ମୃତ ଦେହ ଘରଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମାଆ ଓ ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ମୃତର କାରଣ କଣ ସେଥିବାଇଁ ତଦନ୍ତ ଆରମ୍ଭ କରିଛି ଛତ୍ରପୁର ପୁଲିସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.