Home ଅପରାଧ ପୁଣି କୁଖ୍ୟାତ ଅପରାଧି ରାଜା ଗିରଫ

ପୁଣି କୁଖ୍ୟାତ ଅପରାଧି ରାଜା ଗିରଫ

161

କଟକ୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ୱର ଶିଶୁ ଧାବକ ବୁଧୁଆ ତଥା ଜୁଡୋ କୋଚ୍ ବିରଞ୍ଚି ହତ୍ୟାମାମଲା ଓ ବହୁ ଅପରାଧିକ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ରାଜା ଆଚାର୍ଯ୍ୟକୁ ଆଜି  କଟକ ମାଲଗୋଦାମ ପୁଲିସ ଗିରଫ କରିଛି । ୨୦୦୪ ମସିହାରେ ଏକ ହଥ୍ୟା ଉଦ୍ୟମ ମାମଲାରେ ରାଜା ଗିରଫ ହୋଇଥିବା ପୁଲିସ ସୁର୍ତରୁ ସୁଚନା ମଳିଛିି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.