Home Coronavirus Outbreak ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ : ୪,୦୦୦ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ : ୪,୦୦୦ ମୃତ୍ୟୁ

52

ନୂଆଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୩,୪୩,୧୪୪ ନୂତନ COVID୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩,୪୪,୭୭୬ ଡିସଚାର୍ଜ ଏବଂ ୪,୦୦୦ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨,୪୦,୪୬,୮୦୯
ମୋଟ ଡିସଚାର୍ଜ: ୨,୦୦,୭୯,୫୯୯
ମୃତ୍ୟୁ ସଂଖ୍ୟା: ୨,୬୨,୩୧୭
ସକ୍ରିୟ ମାମଲା: ୩୭,୦୪,୮୯୩
ମୋଟ ଟୀକାକରଣ: ୧୭,୯୨,୯୮,୫୮୪
ଜାଣନ୍ତୁ ବିଭିନ୍ନ ରାଜ୍ୟର କରୋନା ପରିସଂଖ୍ୟାନ ଏହି କ୍ରମରେ –

୧ – ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ – ୨୧୪ – ୬୨୧୩ – ୩୮ – ୮୩ – ୨

୨ – ଆନ୍ଧ୍ରପ୍ରଦେଶ – ୨୦୧୦୪୨ – ୧୧୫୬୬୬୬ – ୧୮୬୩୮ – ୯୦୭୭ – ୮୯

୩ – ଅରୁଣାଚଳ ପ୍ରଦେଶ – ୨୧୬୭ – ୧୮୮୭୧ – ୧୮୦ – ୭୨ – ୩

୪ – ଆସାମ – ୪୩୪୯୧ – ୨୭୦୦୭୯ – ୪୨୧୯ – ୧୯୮୪ – ୭୫

୫ – ବିହାର – ୯୬୨୭୮ – ୫୩୦୩୧୪ – ୧୧୦୦୮ – ୩୫୯୩ – ୯୦

୬ – ଚଣ୍ଡିଗଡ଼ – ୮୪୪୧ – ୪୪୩୪୩ – ୮୩୭ – ୬୦୯ – ୧୦

୭ – ଛତିଶଗଡ – ୧୧୯୪୫୦ – ୭୬୧୫୯୨ – ୧୨୨୭୪ – ୧୧୨୮୯ – ୧୯୫

୮ – ଦାଦ୍ରା ଏବଂ ନାଗର ହାଭେଲି ଏବଂ ଡାମନ୍ ଏବଂ ଡିୟୁ – ୧୦୫୬ – ୮୧୯୭ – ୧୧୧ – ୪ – ୦

୯ – ଦିଲ୍ଲୀ – ୭୭୭୧୭ – ୧୨୭୪୧୪୦ – ୧୫୧୮୯ – ୨୦୬୧୮ – ୩୦୮

୧୦ – ଗୋଆ – ୩୨୯୫୩ – ୯୫୨୪୦ – ୨୨୬୬ – ୧୯୩୭ – ୬୩

୧୧ – ଗୁଜୁରାଟ – ୧୨୨୮୪୭ – ୫୯୩୬୬୬ – ୧୫୨୬୯ – ୮୮୪୦ – ୧୦୯

୧୨ – ହରିୟାଣା – ୧୦୩୧୪୦ – ୫୫୫୬୫୦ – ୧୬୦୪୧ – ୬୨୩୮ – ୧୬୩

୧୩ – ହିମାଚଳ ପ୍ରଦେଶ – ୪୦୦୦୮ – ୧୦୮୫୩୪ – ୩୮୨୦ – ୨୧୩୧ – ୬୩

୧୪ – ଜାମ୍ମୁ କାଶ୍ମୀର – ୫୨୮୪୮ – ୧୭୭୯୪୮ – ୨୯୯୫ – ୨୯୬୭ – ୫୫

୧୫ – ଝାଡଖଣ୍ଡ – ୪୮୪୬୮ – ୨୫୩୪୯୦ – ୬୮୮୨ – ୪୨୯୦ – ୧୦୮

୧୬ – କର୍ଣ୍ଣାଟକ – ୫୯୩୦୯୮ – ୧୪୭୪୬୭୮ – ୩୪୦୫୭ – ୨୦୭୧୨ – ୩୪୪

୧୭ – କେରଳ – ୪୩୯୨୬୮ – ୧୬୦୫୪୭୧ – ୩୩୭୩୩ – ୬୧୫୦ – ୯୭

୧୮ – ଲଦାଖ – ୧୫୪୭ – ୧୪୨୦୮ – ୧୦୬ – ୧୬୧ – ୩

୧୯ – ଲକ୍ଷଦୀପ – ୧୦୯୨ – ୩୨୯୦ – ୧୧୯ – ୧୩ – ୨

୨୦ – ମଧ୍ୟପ୍ରଦେଶ – ୧୦୮୧୧୬ – ୫୯୩୭୫୨ – ୧୦୧୫୭ – ୬୭୫୩ – ୭୪

୨୧ – ମହାରାଷ୍ଟ୍ର – ୫୩୫୭୦୪ – ୪୬୫୪୭୩୧ – ୫୪୫୩୫ – ୭୮୮୫୭ – ୮୫୦

୨୨ – ମଣିପୁର – ୫୫୬୯ – ୩୧୪୯୧ – ୨୫୩ – ୫୩୬ – ୧୦

୨୩ – ମେଘାଳୟ – ୩୭୨୬ – ୧୭୫୮୨ – ୨୨୮ – ୨୬୮ – ୧୮

୨୪ – ମିଜୋରାମ – ୨୧୫୦ – ୬୨୦୪ – ୮୪ – ୨୩ –

୨୫ – ନାଗାଲାଣ୍ଡ – ୩୫୫୧ – ୧୩୫୨୮ – ୧୦୦ – ୧୭୭ – ୧୨

୨୬ – ଓଡିଶା – ୯୧୭୦୧ – ୪୮୨୩୪୫ – ୮୬୬୫ – ୨୨୫୧ – ୧୯

୨୭ – ପୁଡୁଚେରୀ – ୧୬୫୬୮ – ୬୧୩୩୬ – ୯୧୨ – ୧୦୬୯ – ୨୪

୨୮ – ପଞ୍ଜାବ – ୭୯୯୫୦ – ୩୮୪୭୦୨ – ୮୨୩୭ – ୧୧୨୯୭ – ୧୮୬

୨୯ – ରାଜସ୍ଥାନ – ୨୧୧୮୮୯ – ୬୦୩୩୧୯ – ୧୨୯୨୯ – ୬୩୧୭ – ୧୫୯

୩୦ – ସିକ୍କିମ୍ – ୨୯୪୬ – ୭୪୮୫ – ୧୪୨ – ୧୯୨ – ୯

୩୧ – ତାମିଲନାଡୁ – ୧୮୩୭୭୨ – ୧୨୯୮୯୪୫ – ୧୯୨୮୭ – ୧୬୭୬୮ – ୨୯୭

୩୨ – ତେଲେଙ୍ଗାନା – ୫୬୯୧୭ – ୪୫୬୬୨୦ – ୬୮୭୬ – ୨୮୬୭ – ୩୩

୩୩ – ତ୍ରିପୁରା – ୪୦୩୪ – ୩୫୧୪୬ – ୨୦୦ – ୪୨୬ – ୨

୩୪ – ଉତ୍ତରାଖଣ୍ଡ – ୭୮୩୦୪ – ୧୮୯୨୬୧ – ୫୭୮୩ – ୪୨୪୫ – ୧୨୨

୩୫ – ଉତ୍ତରପ୍ରଦେଶ – ୨୦୪୬୫୮ – ୧୩୫୯୬୭୬ – ୧୯୪୨୫ – ୧୬୬୪୬ – ୨୭୭

୩୬ – ପଶ୍ଚିମବଙ୍ଗ – ୧୩୦୨୧୩ – ୯୩୦୮୮୬ – ୧୯୧୮୧ – ୧୨୮୫୭ – ୧୨୯

ସମୁଦାୟ # – – ୩୭୦୪୮୯୩ – ୨୦୦୭୯୫୯୯ – ୩୪୪୭୭୬ – ୨୬୨୩୧୭ – ୪୦୦୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.