Home Top News ଖସିଲା ପାରଦ: ବଢ଼ିଲା ଥଣ୍ଡା – ଦାରିଙ୍ଗବାଡିରେ ସବୁଠୁ ଥଣ୍ଡା ୪ ଡିଗ୍ରୀ: ରାଜ୍ୟର ୧୩ଟି...

ଖସିଲା ପାରଦ: ବଢ଼ିଲା ଥଣ୍ଡା – ଦାରିଙ୍ଗବାଡିରେ ସବୁଠୁ ଥଣ୍ଡା ୪ ଡିଗ୍ରୀ: ରାଜ୍ୟର ୧୩ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ତାପମାତ୍ରା

45

ଭୁବନେଶ୍ୱର ୨୦-୧୨ (ଓଡ଼ିଆ ପୁଅ) ରାଜ୍ୟରେ ବଢ଼ିଲା ଥଣ୍ଡା। ଖସିଲା ପାରଦ। ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ସୂଚନା ଅନୁଯାୟୀ, ୪ ଡ଼ିଗ୍ରୀ ତଳେ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର। ରାଜ୍ୟର ୧୩ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି। ତେବେ
୧- ଦାରିଙ୍ଗବାଡି ୪.୦ ଡ଼ିଗ୍ରୀ
୨- ଝାରସୁଗୁଡା ୫.୬ ଡ଼ିଗ୍ରୀ
୩- ଫୁଲବାଣୀ ୬.୫ ଡ଼ିଗ୍ରୀ
୪- ସୋନପୁର ୬.୯ ଡ଼ିଗ୍ରୀ
୫- କେନ୍ଦୁଝର ୭.୪ ଡ଼ିଗ୍ରୀ
୬ – ବାରିପଦା ୯.୫
୭ – ସମ୍ବଲପୁର ୯
୮ – ସୁନ୍ଦରଗଡ ୮
୯ – ହୀରାକୁଦ ୯
୧୦- ତାଳଚେର ୯
୧୧ – ଭବାନିପାଟଣା ୮.୯
୧୨ – ବଲାଙ୍ଗିର ୮
୧୩ – କୋରାପୁଟ ୧୦
ଟିଟିଲାଗଡରେ ସର୍ବନିମ୍ନ ରାତିର ତାପମାତ୍ରା ୯.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ତେବେ କଟକରର ସର୍ବନିମ୍ନ ତାପମାତ୍ରା ୧୨.୪ ଏବଂ ଭୁବନେଶ୍ୱରେ ୧୩.୮ ଡିଗ୍ରୀ ସେଲସିୟସ ରହିଛି।

ଚଳିତ ସିଜିନରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ରେକର୍ଡ, ରାଜ୍ୟରେ ଆହୁରି ୩ରୁ ୪ ଦିନ ପ୍ରବଳ ଥଣ୍ଡା ଲାଗି ରହିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.