Home କୋରାପୁଟ କ୍ରୀଡା ଶିକ୍ଷକ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

କ୍ରୀଡା ଶିକ୍ଷକ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

206

କୋରାପୁଟ ୦୬-୦୬-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ସୁବାଇ ସ୍କୁଲରେ କାର୍ଯ୍ୟରତ କ୍ରୀଡା ଶିକ୍ଷକ ସୁରେନ୍ଦ୍ର କୁମାର ତନ୍ତୀ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରକୃତିବନ୍ଧୁ ପୁରସ୍କାର ପାଇଛନ୍ତି। ଜଙ୍ଗଲ ସୁରକ୍ଷା, ନୂତନ ବନୀ କରଣ କ୍ଷେତ୍ରରେ ଶ୍ରୀ ତନ୍ତୀଙ୍କର ଅବଦାନ ଓ ଜନସାଧାରଣଙ୍କୁ ପ୍ରେରଣା ପ୍ରଦାନ ଦିଗରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିବାରୁ ଏହି ସମ୍ମାନ ଦିଆ ଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.