Home କେନ୍ଦୁଝର କ୍ରାନ୍ତି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ

କ୍ରାନ୍ତି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ

167

ହାଟଡ଼ିହି-୧୬/୪, ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଅଧିନସ୍ଥ ଦଧିବାବନପୁର ଠାରେ ଥିବା କ୍ରାନ୍ତି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡି-୧୯ ରିଲିଫ ଫଣ୍ଡକୁ ୫ହଜାର ଟଙ୍କା ଦାନ କରିଛନ୍ତି । କମଳାକାନ୍ତ ପରିଡାଙ୍କ ନେତୃତ୍ୱରେ ଆସିଥିବା କ୍ରାନ୍ତି ସଂଘର ସୁଦର୍ଶନ ଜେନା, ଜାନକୀ ଜେନା, ଲୀଳାବତୀ ପରିଡା, ସୁମ ଜେନା, ମଧୁସ୍ମିତା ଜେନା, ଅହଲ୍ୟା ଜେନା, ରୁକ୍ମଣୀ ଜେନା, କନକ ଜେନା, ଅଖଜୀ ଜେନା, ସୁବାସିନୀ ଜେନା ପ୍ରମୁଖ ବିଧାୟକ ଭାଗିରଥି ସେଠୀଙ୍କ ଉପସ୍ଥିତିରେ ବିଡିଓ ଜୟଦେବ ଦାସଙ୍କ ଙ୍କ  ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଚେକ ପ୍ରଦାନ କରିଥିକେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.