Home କୋରାପୁଟ କୋରାପୁଟ ସେଂଟ୍ରାଲ ବ୍ୟାଙ୍କରେ ବହୁମୁଖୀ କ୍ରେଡିଟ କ୍ୟାମ୍ପ

କୋରାପୁଟ ସେଂଟ୍ରାଲ ବ୍ୟାଙ୍କରେ ବହୁମୁଖୀ କ୍ରେଡିଟ କ୍ୟାମ୍ପ

28

କୋରାପୁଟ ୧୬-୦୯(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସେଂଟ୍ରାଲ ବ୍ୟାଙ୍କରେ ବହୁମୁଖୀ କ୍ରେଡିଟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଶାଖା ପରିଚାଳକ ସଂଯୋଗ ପଟନାୟକଙ୍କ ପରିଚାଳନାରେ ଆୟୋଜିତ କ୍ୟାମ୍ପରେ ଆଂଚଳିକ ପରିଚାଳକ ସୁକେଶ କୁମାର ଝା ଯୋଗ ଦେଇ ୧୫ ଜଣ  ନୂତନ ଗ୍ରାହକଙ୍କୁ ୧ କୋଟି ୭୧ ଲକ୍ଷ ଟଙ୍କାର ନୀତିଗତ ମଂଜୁରୀ ପ୍ରଦାନ କରିଥିଲେ । ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.